ସାତ ଜନମର ସାଥୀ ହେବେ ବୋଲି କହିଥିଲେ। ହେଲେ ଶୁଣା କଥାରେ ଝଡ଼ ଉଠିଲା ସଂସାରରେ। କ୍ୟାନସର୍ ଡିଆଁ ରୋଗ ବୋଲି ଶୁଣିବା ପରେ ସ୍ତ୍ରୀକୁ ପର କରି ଦେଲେ ଡି. ମଧୁସୂଦନ। ଆଉ ତା’ପରେ…
Published: Pallipuspa Samal
Last updated: 05 September 2022, 09:39 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।