ସାଇବର ଲୁଟେରାଙ୍କୁ ଚୂନା ଲଗାଇ ଦେଲେ ଏଇ ଯୁବକ। ଫୋନ୍ କରି ୫ ମିନିଟ୍ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍...ଫେରି ପାଇଲେ ୨୨ ହଜାର ଟଙ୍କା। ଶୁଣନ୍ତୁ କେମିତି ପାଇଲେ ଟଙ୍କା
Published: Pallipuspa Samal
Last updated: 06 September 2022, 09:09 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।