ମୁଣ୍ଡରେ ହାତ ଦେଲେଣି ଲେକେ। ଘରୁ ଘରୁ କୋକେଇ ଉଠୁଛି , କିଏ କହୁଛି ଗୁଣି ଗାରେଡି ତ କିଏ କହୁଛି ଅଭିଶାପ । ହେଲେ ମୃତ୍ୟୁର ପ୍ରକୃତ କାରଣ ଏ ଯାଏଁ ଜଣା ପଡୁନଥିବା ବେଳେ , ଏମିତି ଏକ ଚିତ୍ର ଏବେ ସାମ୍ନାକୁ ଆସିଛି ।
Published: Pallipuspa Samal
Last updated: 15 October 2022, 01:30 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।