/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665845385.jpg)
Multi-Toned Horns
ଗାଡ଼ି ଚାଳକ ସାବଧାନ । ଏଣିକି ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ହେବ ପଡ଼ିବ ମହଙ୍ଗା । ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ । କାରଣ ଯାନବାହାନରେ ଲାଗୁଥିବା ବିକଟାଳ ହର୍ଣ୍ଣ ବ୍ୟବହରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।
Advertisment
ରାଜ୍ୟ ପରିବହନ ବିଭାଗ ଶବ୍ଦ ପ୍ରଦୂଷଣ ରୋକିବାକୁ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ଡ୍ରାଇଭ କରାଯିବ । ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)