ପୋଲିସ୍ ବାପା ନାଁରେ ଝିଅ ଆଣିଲା ସାଂଘାତିକ ଅଭିଯୋଗ। କହିଲା, ୪ ବର୍ଷ ହେଲାଣି ବାପା ମୋ ସହ ରଖିଛନ୍ତି ଶାରିରୀକ ସମ୍ପର୍କ। ଘରେ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି କହୁନାହାନ୍ତି...ବଂଚିବା ପାଇଁ ଘର ଛାଡି ଭୁବନେଶ୍ୱର ପଳାଇ ଆସିଲି। ହେଲେ ଏଇଠି ବି ରହିବାକୁ ଦେଉନାହାନ୍ତି
Published: Pallipuspa Samal
Last updated: 17 October 2022, 09:16 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।