ନିଜ ଚାରିପାଖର ଟାହିଟାପରା ଏମାନଙ୍କୁ ଅଟକାଇ ପାରିନି। ନିଜ ଗୋଡ଼ରେ ଠିଆ ହେବା ପାଇଁ ଏ କଲେଜ ପଢୁଆ ଝିଅମାନେ ରାସ୍ତାକଡ଼ରେ ଖୋଲିଛନ୍ତି ଫାଷ୍ଟଫୁଡ଼ ଦୋକାନ। ଦିନରେ ପାଠପଢ଼ା ରାତିରେ ଦୋକାନୀ। ପାଲଟିଛନ୍ତି ନାରୀ ସଶକ୍ତିକରଣର ଉଜ୍ୱଳ ଉଦାହରଣ।
Published: Pallipuspa Samal
Last updated: 17 October 2022, 10:41 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।