ମୁଣ୍ଡରେ ହାତ ଦେଲେ ଡାକ୍ତର , ସବୁ ଚୋର ନେଇ ଯାଇଛି , କେମିତି ଏବେ ହେବ ରୋଗୀ ସେବା ।
Published: Pallipuspa Samal
Last updated: 15 October 2022, 01:19 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।