• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special Story
ମୋ ଘର ଟିକେ ଛାଣି କରିଦିଅ, ମତେ ଗୋଟେ ଟ୍ରାଇ ସାଇକେଲ ଦିଅ

ପୁଅ ଯାଇଛି ଦାଦନ ଖଟି, ସ୍ତ୍ରୀ ଯାଉଛି ମୂଲ ଲାଗି। ମୁଁ ଏଠି ଘର ପିଣ୍ଡାରେ ବସିଛି ମୋ ରୋଗକୁ ଧରି। ହେ ସରକାର ମତେ ଟିକେ ସାହାଯ୍ୟ କର। ନ ହେଲେ ମୋ ପରିବାର ଭାସିଯିବ…

Engineer
ଭଲ ଦରମା ନ ମିଳିବାରୁ ଛାଡ଼ିଦେଲେ ଚାକିରୀ, ଏବେ କୁକୁଡ଼ା ଚାଷରୁ ଲକ୍ଷପତି

ଭଲ ଚାକିରୀ ତ ଥିଲା କିନ୍ତୁ ଅଧିକ ଟେନସନ । ଦରମା ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା । କଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ । ଗାଁରେ ନିଜ ସ୍ୱପ୍ନର ବ୍ୟବସାୟ ଆରମ୍ଭ କଲେ । କୁକୁଡ଼ା ପାଳନ କରି ଭଲ ଦି ପଇସା ରୋଜଗାର ସହ ଅନ୍ୟ କିଛି ଯୁବକଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଇପୁରର ଯୁବ ଇଞ୍ଜିନିୟର ସୁଶାନ୍ତ ଖଟୁଆ

News Fuse
ଗୋଟେ ଭଲ ରକମ ଚାଲିଥିଲା, ତମେ କାଇଁ ଭାଙ୍ଗୁଣିଆ କଲ !

ଓଃ… ଠିକ୍ ମୌସମ ବେଳକୁ ତମେ ବିଗାଡି ଦେଲ ଆଉ। ଦର୍ଶକ ଆମର ନୋଟ୍ ଉଡେଇଲା ବେଳକୁ ତମେ ଚପଲ ମାଡ କରିଦେଲ ! ବୁଝିଲ ନାନି, ତମେ ଟିକେ ନରମି ଯାଇଥାଆନ୍ତ ନା ଆଉ, ଆମର ପା ଗୀତ ବାଜୁଥିଲା ନରମ ନରମ ନିଆଳି ଛେନା, ଗରମ ଗରମ ଖାଇବା ମନା… ତମେ ଏତେ କାଇଁ ଗରମ ହଉଥିଲ ବା

Special story
ଆମିଷ ଖାଇଲେ ଗୋଖର ମାରିବ ଚୋଟ

ଢେଙ୍କାନାଳ ଜିଲ୍ଲାର ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ। ଏ ଗାଁକୁ ସେହି ଘରୁ ଝିଅ ବୋହୂ ହୋଇ ଆସନ୍ତି ଯେଉଁ ଘରେ କହେ ଆମିଷ ଖାଉ ନ ଥିବେ। ଆଉ ଏ ବିଶ୍ୱାସ ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନରୁ ଏ ରିପୋର୍ଟ।

Japan people purchase land for burial and shop for funeral for won death
ଏଠି ନିଜ ମୃତ୍ୟୁ ପାଇଁ କିଣନ୍ତି କଫିନ୍ ଆଉ କବର ସ୍ଥାନ

ମୃତ୍ୟୁ ନାଁ ଶୁଣିଲେ ଲୋକେ ତ ଡରନ୍ତି। ଏହା ବିଷୟରେ ଆଲୋଚନା କରିବା ତ ଦୂରର କଥା ଏହି ଶବ୍ଦକୁ ଅଶୁଭ ବୋଲି ମଧ୍ୟ ମାନନ୍ତି। ହେଲେ ଏମିତି ଏକ ଜାଗା ଅଛି ଯେଉଁଠି ନିଜ ମୃତ୍ୟୁ ପାଇଁ ସଜବାଜ ହୁଅନ୍ତି ଲୋକେ ଆଉ ଅପେକ୍ଷା କରନ୍ତି ସେହି ଦିନକୁ।

Predictions of baba vanga earth orbit to change
୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ପୂର୍ବାନୁମାନ; ପୃଥିବୀର ହେବ ପରିବର୍ତ୍ତନ

ପୂର୍ବରୁ ମହିଳା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥିବା ବେଳେ ୨୦୨୩କୁ ନେଇ ସେ କରିଛନ୍ତି ଭୟଙ୍କର ପୂର୍ବାନୁମାନ। ହଜାର ହଜାର ଲୋକଙ୍କ ମୃତ୍ୟୁ ହେବ ବୋଲି ସେ କହିଛନ୍ତି। ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Indonesia playboy king set to marry for 88th time
କରିସାରିଲେଣି ୮୭ ବିବାହ; ଏବେ ପୁଣି ପ୍ରସ୍ତୁତି...

ଅନେକ ବିବାହିତ ବ୍ୟକ୍ତି ସେମାନଙ୍କ ବିବାହକୁ ନେଇ ଅନୁତାପ କରୁଥିବା ଶୁଣାଯାଏ। ଗୋଟିଏ ସମ୍ପର୍କକୁ ବଜାୟ ରଖିବାକୁ ନେଇ ସେମାନେ ବିବ୍ରତ ହୋଇ ପଡନ୍ତି। କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଜୀବନରେ ଅନେକ ବିବାହ କରିଛନ୍ତି। ଜଣେ ବ୍ୟକ୍ତି ୮୮ତମ ବିବାହ କରିବାକୁ ଯାଉଛନ୍ତି।

Elephant Rescued From Bhubaneswar
ଉଦ୍ଧାର ପରେ ହାତୀକୁ କେଉଁଠି ଛାଡ଼ିବ ବନ ବିଭାଗ ? ବୁଲି ବୁଲି ହେଲାଣି ନୟାନ୍ତ..

ରାତି ଅଧରେ ରାଜଧାନୀର ଜନବସତିକୁ ପଶି ଆସି ଦନ୍ତା ହାତୀ ଆକ୍ତାମାକ୍ତା । ହାତୀକୁ ଘଉଡ଼ାଇବାକୁ ନାକେଦମ୍ ବନ ବିଭାଗ । ଆଉ ହାତୀକୁ ଟ୍ରାଙ୍କୁଲାଇଜ୍ କରି କାବୁ ପରେ ଏବେ କେଉଁଠି ଛାଡ଼ିବ, ତାକୁ ନେଇ ହଟହଟା । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ଦନ୍ତାହାତୀ ଠାବ ହେବା ପରେ ଏହାକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲା ବନ ବିଭାଗ

Elephant Rescued From Bhubaneswar
ଉଦ୍ଧାର ପରେ ହାତୀକୁ କେଉଁଠି ଛାଡ଼ିବ ବନ ବିଭାଗ ? ବୁଲି ବୁଲି ହେଲାଣି ନୟାନ୍ତ..

କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହାତୀ ଦନ୍ତା ପାଇଁ ୨୪ ଘଣ୍ଟା ହେଲାଣି ନାକେଦମ୍ ବନ ବିଭାଗ ଓ ପୋଲିସ୍ ।

Miss argentina mariana varela married miss Puerto rico fabiola valentin
୨ ବର୍ଷ ଗୁପ୍ତ ଡେଟିଂ ପରେ ବାହା ହେଲେ ଦୁଇ ସୁନ୍ଦରୀ

ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏନେଇ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ହୃଦୟ ମିଶିଥାଏ। କିନ୍ତୁ ୨ ନାମକରା ସୁନ୍ଦରୀ ପରସ୍ପରଙ୍କୁ ବିବାହ କରିବା ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଆସନ୍ତୁ ଜାଣିବା କିଏ ସେମାନେ…

Anubhav Mohanty
କୋର୍ଟଙ୍କ ତାଗିଦ୍‌ ପରେ ଅନୁଭବଙ୍କ ଘର ଚାବି ଫେରାଇଲେ ବର୍ଷା

ଦୀର୍ଘ ଦିନ ହେବ ଏହି ମାମଲା ଚାଲି ଆସିଛି । ଓଡ଼ିଶାବାସୀ ମଧ୍ୟ ଚାହିଁ ବସିଛନ୍ତି କେବେ ତୁଟିବ ଓଲିଉଡର ଏହି ସୁପରଷ୍ଟାର ଅନୁଭବ-ବର୍ଷା କଳି ।

organ failure
କିଡନୀ ରୋଗରେ ପଡିଛି ପୁଅ…ଚିକିତ୍ସା ପାଇଁ ଟଙ୍କା ମାଗୁଛି ମାଆ

ଜନ୍ମ ହେଉ ହେଉ ଦୁଇଟିଯାକ କିଡନୀ ନଷ୍ଟ। ଅପରେସନ୍ କରି ଗୋଟିଏ କିଡନୀ ବାହାର କଲେ ଡାକ୍ତର…ହେଲେ ଏବେବି ସୁସ୍ଥ ହେଉନି ପୁଅ, ପୀୟୂଷର ଜୀବନ ବଂଚାଇବା ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ…

Lunar eclipse
ଚନ୍ଦ୍ରଗ୍ରହଣ ଦିନ ଏହି ସବୁ ଦାନ କଲେ ଚାକିରି ନିଶ୍ଚିତ !!

୮ ତାରିଖରେ ଚନ୍ଦ୍ରଗ୍ରହଣ...ଆପଣ ଯଦି ସେହି ଦିନ ଏହି ସବୁ ପଦାର୍ଥ ଦାନ କରନ୍ତି ତେବେ ଚାକିରି ନିଶ୍ଚିତ...ଆଉ ଯଦି ଦେହ ଖରାପ ହେଉଛି ତେବେ...

Special story
LED ସ୍କ୍ରିନ୍‌ରେ ଧବଳେଶ୍ୱର ଦର୍ଶନ ! ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସ୍ଥିତି ସମୀକ୍ଷା ପରେ ଭର୍ଚୁଆଲ ଦର୍ଶନ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Elephant spotted in residential area of Bhubaneswar
ଦିନରେ ପିପିଲିରେ ଉତ୍ପାତ ପରେ ରାତିରେ ଭୁବନେଶ୍ୱରରେ ପଶିଲା ହାତୀ

ଗତକାଲି ବିଳମ୍ବିତ ରାତିରେ ହାତୀଟି ସହର ମଧ୍ୟକୁ ପଶିଥିଲା। ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା।

Funny Accident
ଜୋରଦାର ଆକ୍ସିଡେଣ୍ଟ ପରେ କାର୍ ଉପରେ ପୋଜ୍ ଦେଲେ ଯୁବକ

ଆଶ୍ଚର୍ଯ୍ୟ !! ଜବରଦସ୍ତ ଆକ୍ସିଡେଣ୍ଟ ପରେ କାର୍‌ ଉପରେ ପୋଜ୍‌ ଦେଲେ ଯୁବକ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

  • Wednesday, 02 November 2022
News Fuse
ଏଇଟା ଶ୍ରୀକ୍ଷେତ୍ର ନାଁ ନବୀନ କ୍ଷେତ୍ର? ଇଲୋ ଇଏ କି ଭଜନ?

ଧନ୍ୟ ଧନ୍ୟ ନବୀନ କଥା...ବ୍ରହ୍ମା, ବିଷ୍ଣୁ ହର...ମାଉସୀଲୋ...ପୁରୀ ଆସି ଜଗାର ନାମ ନେବ ନା ନବୀନ ବାବୁଙ୍କ ନାଁ ନେବ। ଏବେ ତ ଖାଲି ହେ ନବୀନ ବାବୁ ଆମେ ତୁମର ଫ୍ୟାନ

3 Died In Road Accident In Khordha
ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା କାର୍‌, ୩ ମୃତ

କାର୍‌ରେ ଡ୍ରାଇଭରଙ୍କ ସମେତ ୩ ଜଣ ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Shankaracharya
ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ ! ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହେଲାଣି ବିବାଦ

ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ । ଆର୍କ ବିଶପ କହିଲେ, ପ୍ରମାଣ ଥିଲେ ଦିଅ ।

Dhabaleswar Bridge
ଧବଳେଶ୍ୱରକୁ ବାଧକ ସାଜିଲା ଝୁଲା ପୋଲ

ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଝୁଲା ପୋଲ ଅସୁରକ୍ଷିତ ଥିବା ଦର୍ଶାଇ ଏହାକୁ ସାମୟିକ ବନ୍ଦ କରିଦେଇଛି ପ୍ରଶାସନ । ସେହିପରି ପୀଠ ପରିସରରେ ୧୪୪ ଧାରା ଜାରି ହୋଇଛି ।

Villagers protest
ଟାଟା ଅଧିକୃତ ଜମିରେ ଫର୍ଟିଲାଇଜର ପ୍ଲାଣ୍ଟକୁ ବିରୋଧ

ଟାଟା ଅଧିକୃତ ଜମିରେ ସାର କାରଖାନାକୁ ତୀବ୍ର ବିରୋଧ । କମ୍ପାନୀ ନିର୍ମାଣ ସ୍ଥଳକୁ ଧସେଇ ପସିବା ସହ ଧାରଣା ଦେଇଛନ୍ତି ଶତାଧିକ ଗ୍ରାମବାସୀ ।

Dhabaleswar Bridge
ପଞ୍ଚୁକରେ ବି ନିରାଶ ହେବେ ଭକ୍ତ; ଧବଳେଶ୍ୱର ପୀଠ ଯିବାକୁ ମନା କଲା ପ୍ରଶାସନ

ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର ।

Awareness Programme
ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

Deprived of government assistance
୯୯ ବାତ୍ୟାରେ ଘର ଭାଙ୍ଗିଥିଲା ଯେ ଆଜିଯାଏଁ ମିଳିଲାନି

ମହାବାତ୍ୟାରେ ଭାଙ୍ଗିଯାଇଥିଲା ଘର। ବଡବାବୁଙ୍କୁ ଗୁହାରି ଗୁହାରି କରିବା ପରେ ୫ ହଜାର ଟଙ୍କା ସହିତ ୧୪ ବସ୍ତା ସିମେଣ୍ଟ ଦେଇଦେଲେ । ବାସ୍‌ ଏତିକିରେ ଘର ହେବ ନା ପିଣ୍ଡା? ଅକଥନୀୟ ଦୁଃଖରେ ଏବେ ଦିବ୍ୟାଙ୍ଗ ଦମ୍ପତି...ସରକାରୀ ସାହାଯ୍ୟକୁ ଅପେକ୍ଷା

  • Tuesday, 01 November 2022