ଧନ୍ୟ ଧନ୍ୟ ନବୀନ କଥା...ବ୍ରହ୍ମା, ବିଷ୍ଣୁ ହର...ମାଉସୀଲୋ...ପୁରୀ ଆସି ଜଗାର ନାମ ନେବ ନା ନବୀନ ବାବୁଙ୍କ ନାଁ ନେବ। ଏବେ ତ ଖାଲି ହେ ନବୀନ ବାବୁ ଆମେ ତୁମର ଫ୍ୟାନ
Published: Pallipuspa Samal
Last updated: 02 November 2022, 07:50 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।