ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।
ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା।
ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।
ଏହି ପ୍ରଶ୍ନ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଛି । ଯାହାର ଉତ୍ତର ସେମାନଙ୍କୁ ଏଯାଏଁ ମିଳିନଥିବ ।
ହେ ସରକାର ମୋ ହାତ ଦୁଇଟା ଲଗାଇ ଦିଅ। ମୁଁ ପାଠ ପଢିବି, ସାଙ୍ଗଙ୍କ ସହ ଖେଳିବି। ହାତ ପାଇଁ ସରକାରଙ୍କ ପାଖରେ କାନ୍ଦି କାନ୍ଦି ଗୁହାରି କରୁଛି କୁନି ପୁଅ
ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।
ଶହ ଶହ କାନ୍ଧି କଦଳୀ ବିକ୍ରି ସରିଲାଣି.. ଡିସେମ୍ବର ସୁଦ୍ଧା ଥାଇଲାଣ୍ଡ କୋଳି ବିକ୍ରି ପାଇଁ ବାହାରିବ.. ଭଳିକି ଭଳି ଚାରା ଲାଗିଛି ଆଗକୁ ଫଳ, ଫୁଲ ଧରିବ.. ସବୁଠୁ ବଡ଼ କଥା ଏ ସବୁ ସୁନାର ଫସଲ ପଛରେ କେହି ଅଭିଜ୍ଞ ଚାଷୀ ନୁହେଁ.. ବରଂ ଅଛି ୟୁଟ୍ୟୁବ୍ ମାଷ୍ଟର..
ପ୍ରେମ କରି ବିବାହ କଲେ, ଘରେ ଏବେ କିନ୍ତୁ ପଶିପାରୁନି ବୋହୂ। ଶାଶୂଘର ଲୋକ କହୁଛନ୍ତି ବାପଘରୁ ୩ ଲକ୍ଷ ଟଙ୍କା ଆଣିବା ପରେ ଜାତି ହେବୁ, ପରେ ଆମ ଘରେ ପଶିବୁ...ସେପଟେ ସ୍ୱାମୀର ଦ୍ୱିତୀୟ ବିବାହ ଖବର ପାଇବା ପରେ ଧାରଣାରେ ବସିଲାଣି ସ୍ତ୍ରୀ
ଇଲୋ ହେଇ..ବୋଇତରୁ ଓହ୍ଲାଇ ନେତାଗଣ କଣ ଅଟୋରେ ବସିଲେଣି.. ଆଗରେ ପଛରେ ଓଟୋ ଘୋଡ଼ା ଚାଲୁଛନ୍ତି..ସତରେ ନାରଣ ମୋ ଦିଲ୍ ପୂରା ଗାର୍ଡେନ୍ ଗାର୍ଡେନ୍ ହେଇଗଲା..
ଓଟିଭି ଇଂଲିଶ ଚ୍ୟାନେଲକୁ ୟୁଟ୍ୟୁବ ପକ୍ଷରୁ ସିଲଭର ପ୍ଲେ ବଟନ୍ ପୁରସ୍କାର ପ୍ରଦାନ କରାଯାଇଛି
ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।
ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ ଅରିନ୍ଦମ।
ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ୧୪ ବର୍ଷର ଝିଅ ଜିଆ ରଏ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଳଟିଛନ୍ତି। ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ।
ଆମ ଗାଁରେ ସ୍କୁଲ ହେବାର ଥିଲା, ଅନ୍ୟ ଗାଁରେ କାହିଁକି କଲ? ୧୦ କିମି ଦୂରକୁ ପଢିବାକୁ ପିଲା ଯିବେ କେମିତି? ଆଗେ ଆମ କଥା ଶୁଣ, ପରେ ସ୍କୁଲରୁ ତାଲା ଫିଟିବ...ବାସ୍ ଏମିତି କିଛି ଦାବି ନେଇ ସ୍କୁଲରେ ୨୫ ଦିନ ହେଲାଣି ତାଲା ଠୁଙ୍କିଛନ୍ତି ଗାଁ ଲୋକେ
ଚାଲିଥିଲା ନାଟକ, ବାଜୁଥିଲା ଖୋଲ ଖୋଲ ସାଙ୍ଗ ନାଲିଆ ବୋତଲ ଖୋଲ୍…ବାସ୍ ଏଇ ଗୀତରେ ହଠାତ୍ ଡ୍ୟାନ୍ସରଙ୍କ ସହ ପ୍ରବଳ ନାଚିଲେ ହନୁମାନ ବେଶ ଧାରୀ ଯୁବକ। ଭାଇରାଲ ହେଉଛି ଭିଡିଓ
ଆଲୋ ଆଲୋ ଇଏ ନିଦ କି ବୋଲ ମାନୁଛି? ସାଧବ ପୁଅକୁ ବନ୍ଦାଇ ବନ୍ଦାଇ ଥକି ପଡିଥିଲେ ବୋଧହୁଏ...ଦେଖୁନୁରେ ନାରଣ କେମିତି ଥାଳି ଧରି ଶୋଇ ପଡିଲେ
ବାପା ବିକୁଥିଲେ ବରା, କାକରା ଆଉ ସିଙ୍ଗଡା। ଏବେ ଝିଅ ହେବ ଜଜ୍…ସଫଳତା ଜାଣିବା ପରେ ଖୁସିରେ କାନ୍ଦି ପକାଇଲେ ବାପା
ବିଷାକ୍ତ ଜୀବ କଥା ପଡିଲେ ମନକୁ ସାପର ଚିତ୍ର ଚାଲିଆସେ। ଆପଣ କେବେ ଭାବିପାରୁଛନ୍ତି କି ବେଙ୍ଗ ବି ବିଷାକ୍ତ ହୋଇପାରେ! ହଁ, ଦୁନିଆରେ ଏମିତି ବି ବେଙ୍ଗ ଅଛନ୍ତି ଯେଉଁମାନଙ୍କୁ ଛୁଇଁଲେ ଚାଲିଯିବ ପ୍ରାଣ।
କୁନି ପୁଅର ଟଙ୍କା ଯୋଗାଡରେ ସହାୟତା କରୁଛି ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ।
ଆରପାରିକୁ ଚାଲିଗଲେ ଉମେଶ, ଆଉ ପଛରେ ଛାଡିଦେଇ ଗଲେ ପତ୍ନୀ ଓ ଦୁଇ କୁନି ପୁଅଙ୍କୁ
ବାପାମା’ଙ୍କଠାରୁ ଏକ ଉପହାର ପାଇବା ପରେ ଝିଅ କେତେ ମାତ୍ରାରେ ଖୁସି ହେଇଯାଇଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାପାମାଆ ଝିଅକୁ ଏକ ଆଇଫୋନ୍ ଉପହାର ଦେଇ ତା ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି।
ବାଲିଯାତ୍ରାରେ ଏସନ ଭଳିକି ଭଳି ପିଠା। ୬୫ ପ୍ରକାର ସୁଆଦିଆ ପିଠା ଖାଇ ଦର୍ଶକ ବି ବେଶ୍ ଖୁସ୍…ଆଉ ଆକାଶ ମାର୍ଗରୁ ବାଲିଯାତ୍ରାର ଦୃଶ୍ୟ ଯିଏ ଥରେ ଦେଖିଛି ସିଏ ଜାଣିଛି…କେମିତି ଚାଲିଛି ବାଲିଯାତ୍ରା?
ମଡେଲିଂ ପାଇଁ ମୋହ ନାହିଁ…ବିଶ୍ୱର ସୁନ୍ଦରୀ ପୋଲିସ ଅଫିସରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା…ଏତେ ଟଙ୍କା ପାଇଁ ଅଫର ଆସୁଥିଲେ ବି ଚାକିରି ଛାଡି ମଡେଲିଂ କରିବାକୁ ରାଜି ହେଉନାହାନ୍ତି ଏଇ ଅଫିସର
ସ୍ୱପ୍ନ ହୋଇଗଲା ଚୁରମାର। ସୈନିକ ପାଇଁ ଦୌଡୁ ଥିଲେ…ରାସ୍ତା ପଡିଯିବା ପରେ ଚାଲିଗଲା ଜୀବନ…ଦୁଇ ଭେଣ୍ଡିଆ ପୁଅଙ୍କୁ ହରାଇ ଭୋ ଭୋ କାନ୍ଦୁଛନ୍ତି ବାପା-ମାଆ…
ଭାଇ ତୁମେ କଂଟ୍ରୋଲରେ ନାହଁ। ୟାଙ୍କର ଏକ ଜିଦ୍ ବବି ଭାଇ ଆମର ଦରକାର। ବବି ଭାଇ ଏବେ ଓସିଏ ସଭାପତି। ଏଇନେ ଚାହିଁବେ ମାନେ ପଡିଆ ପୂରା ନୂଆ ହେବ। ହେଇଲୋ...ଇଏ କଣ ନେତା ଖଟୁନାହାନ୍ତି ବୋଲି କହିଲେ, ପଏଣ୍ଟ ଟୁ ବି ନୋଟେଡ୍