• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Spl Story

high school
ଗାଁ ଲୋକଙ୍କ ଗୋଟିଏ ଦାବି…ସ୍କୁଲ ହେବ ତ ଆମ ଗାଁରେ

ଆମ ଗାଁରେ ସ୍କୁଲ ହେବାର ଥିଲା, ଅନ୍ୟ ଗାଁରେ କାହିଁକି କଲ? ୧୦ କିମି ଦୂରକୁ ପଢିବାକୁ ପିଲା ଯିବେ କେମିତି? ଆଗେ ଆମ କଥା ଶୁଣ, ପରେ ସ୍କୁଲରୁ ତାଲା ଫିଟିବ...ବାସ୍‌ ଏମିତି କିଛି ଦାବି ନେଇ ସ୍କୁଲରେ ୨୫ ଦିନ ହେଲାଣି ତାଲା ଠୁଙ୍କିଛନ୍ତି ଗାଁ ଲୋକେ

Spl Story | These 2 kids lost both of their parents within 10 days, locals seek govt help | Bhadrak
ମାଆ ଚାଲିଯିବାର ୧୦ ଦିନରେ ବାପା ଚାଲିଗଲେ…ତୁଠରେ ଶୁଦ୍ଧକ୍ରିୟା ଚାଲିଥିବା ବେଳେ ଆସିଲା ଖବର..

ମାଆ ଚାଲିଯିବା ପରେ ୧୦ ତୁଠରେ ଚାଲିଛିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା ଆଜି ପୁଣି ଥରେ ପଡିଲା କାନ୍ଦବୋବାଳି…ବନ୍ଧା ହେଲା କୋକେଇ…