ଆମ ଗାଁରେ ସ୍କୁଲ ହେବାର ଥିଲା, ଅନ୍ୟ ଗାଁରେ କାହିଁକି କଲ? ୧୦ କିମି ଦୂରକୁ ପଢିବାକୁ ପିଲା ଯିବେ କେମିତି? ଆଗେ ଆମ କଥା ଶୁଣ, ପରେ ସ୍କୁଲରୁ ତାଲା ଫିଟିବ...ବାସ୍ ଏମିତି କିଛି ଦାବି ନେଇ ସ୍କୁଲରେ ୨୫ ଦିନ ହେଲାଣି ତାଲା ଠୁଙ୍କିଛନ୍ତି ଗାଁ ଲୋକେ
Published: Manoranjan Behera
Last updated: 14 November 2022, 02:00 PM IST
ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଦିନେ ଚଲାଉଥିଲେ ଟ୍ରକ, ଆଜି ହଲିଉଡର ସବୁଠୁ ବଡ଼ ନିର୍ଦ୍ଦେଶକ। ମହାସାଗର ହେଉ ମହାକାଶ ସବୁଠି ତାଙ୍କରି ଛାପ।