• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Successfull Farmer

Colourful cauliflower
ପାଟି ସୁଆଦିଆ ହଳଦିଆ କୋବି

ଫୁଲ କୋବି ପ୍ରିୟ ଖାଦ୍ୟପ୍ରେମୀ ଏ ପ୍ରକାର ଫୁଲକୋବି ଦେଖିଲେ ଖୁସି ହୋଇଯିବେ ନିଶ୍ଚୟ

successfull farmer
ୟୁଟ୍ୟୁବ୍ ଦେଖି ଲକ୍ଷ ଲକ୍ଷ ରୋଜଗାର

ଶହ ଶହ କାନ୍ଧି କଦଳୀ ବିକ୍ରି ସରିଲାଣି.. ଡିସେମ୍ବର ସୁଦ୍ଧା ଥାଇଲାଣ୍ଡ କୋଳି ବିକ୍ରି ପାଇଁ ବାହାରିବ.. ଭଳିକି ଭଳି ଚାରା ଲାଗିଛି ଆଗକୁ ଫଳ, ଫୁଲ ଧରିବ.. ସବୁଠୁ ବଡ଼ କଥା ଏ ସବୁ ସୁନାର ଫସଲ ପଛରେ କେହି ଅଭିଜ୍ଞ ଚାଷୀ ନୁହେଁ.. ବରଂ ଅଛି ୟୁଟ୍ୟୁବ୍ ମାଷ୍ଟର..

matric fail farmer scripts success
ଦିନେ ୫୦ ଟଙ୍କାରେ ମଜୁରୀ ଖଟୁଥିଲେ, ଏବେ ୫୦ ଲକ୍ଷ ଫାର୍ମର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ...ଶାଗୁଆନଠୁ ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା...