ତୁଟିଲା କୁକୁର କାମୁଡା କଳି । ଡଗ୍ କେୟାର ସେଣ୍ଟର ଗଲା ସିଜର । ୧୦ ଦିନର ତୁତୁ ମେମେ ପରେ କଲୋନୀ ଛାଡିଲା କୁକୁର ୮ ବର୍ଷର ଶିଶୁକୁ କାମୁଡି ଲହୁଲୁହାଣ କରିଥିବା କୁକୁର ସିଜରକୁ ଆଜି ଡଗ୍ କେୟାର ସେଂଟର ପଠାଯାଇଛି । ସେଠାରେ ତାର ଚିକିତ୍ସା କରାଯିବ । ସିଜରକୁ ପାଖରେ ରଖିବାକୁ ମାଲିକଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ତେଣୁ କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ୱିନୀ ସୋସାଇଟିକୁ ଫେରିପାରିବନି ।
Published: Satyendu Shekher Mishra
Last updated: 16 November 2022, 09:42 PM IST
ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।