• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Otv Journalist

OTV Journalist
ମହିଳାଙ୍କ ପିରିୟଡ୍ ସମସ୍ୟାର ରିପୋର୍ଟ ପାଇଁ ପ୍ରଜ୍ଞା ଓ ଜ୍ୟୋତ୍ସ୍ନାରାଣୀଙ୍କୁ ଲାଡଲି ମିଡିଆ ଆୱାର୍ଡ ପୁରସ୍କାର

ଜେଣ୍ଡର ସେନସିଟିଭ ମିଡିଆ ରିପୋର୍ଟ ପାଇଁ ଓଟିଭି ରିପୋର୍ଟର ପ୍ରଜ୍ଞା ଭାରତୀ ଚୌଧୁରୀ ଓ କ୍ୟାମେରା ପର୍ସନ ଜ୍ୟୋତ୍ସାରାଣୀ ଦଳାଇଙ୍କୁ ଏହି ପୁରସ୍କାର ମିଳିଛି।

OTV
ଓଟିଭି ବିରୋଧରେ ମାମଲା ହାଇକୋର୍ଟରେ ଖାରଜ

କରୋନା ମହାମାରୀ ବେଳେ ଓଟିଭି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଖବରକୁ ନେଇ ଓଟିଭି ଇନପୁଟ ଏଡିଟରଙ୍କ ବିରୋଧରେ ଦାଏର ଅପରାଧିକ ମାମଲା ହାଇକୋର୍ଟରେ ଖାରଜ। ଏଭଳି ମାମଲା ପ୍ରେସ୍ ସ୍ବାଧିନତା ଉପରେ ନକାରାତ୍ମକ ପ୍ରଭାବ ପକାଇବ କହିଛନ୍ତି ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ଏ ନିଷ୍ପତ୍ତିକୁ ଗଣମାଧ୍ୟମର ବିଜୟ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ।

OTV Journalist Arindam
ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ଜନ୍ମଦିନ

ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ ଅରିନ୍ଦମ।

otv reporter manoj patra
ପଞ୍ଚଭୂତରେ ବିଲୀନ ହେଲେ ମନୋଜ ପାତ୍ର

ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ରଙ୍କ ଅନ୍ତିମସଂସ୍କାର ସରିଛି.. ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା..

RIP Arindam Das | Reaction Of A Childhood Friend
‘ମୁଁ ତା ବେଷ୍ଟଫ୍ରେଣ୍ଡ’

‘କେନ୍ଦୁଝରରୁ ଭୁବନେଶ୍ୱର ଯାଇ ଆଜି ସାରା ରାଜ୍ୟକୁ ସେ ଦୋହଲେଇ ଦେଇଛି। କେନ୍ଦୁଝର ମାଟି ପାଇଁ ସେ ବହୁତ କିଛି କରିବାକୁ ଚାହିଁଛି’।

OTV Senior Reporter Manoranjan Joshi
ସୁଟିଂ ସମୟରେ ଆସିଲା ଛାତିଥରା ଖବର, ଲୁହକୁ ଚାପି ଦାୟିତ୍ୱକୁ ଆଗ ଦେଖିଲେ ସାମ୍ବାଦିକ ମନୋରଞ୍ଜନ

ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍‌ସିଟ୍‌ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ।