ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି ।
ଭୋଟ୍ ପୂର୍ବରୁ ଭଗବାନଙ୍କ ଶରଣ !! ପୁଣି ନରସିଂହଙ୍କୁ ଡାକିଲେଣି ପ୍ରଦୀପ...ଆଲୋ ଆଲୋ ଏଇଠି ହେଉଛି କଣ?
ଏହି ମେଡିକାଲରେ ରୋଗୀଙ୍କୁ କେବଳ ଭଗବାନ ଭରସା ।
ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ?
ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି।
ଦୁର୍ନୀତି ରୋକିବାକୁ ରାଜ୍ୟରେ 5T କାମ କରୁଛି। ହେଲେ କଣ ଏମିତି ?
ସତରେ ଭଗବାନଙ୍କ ଭାରି ବିଚିତ୍ର ଲୀଳା । ଅଳ୍ପ ସୁଖ ସହ ଭରି ଦିଅନ୍ତି କୋଟିଏ ଦୁଃଖ । ଯାହା ଲୁହ ହୋଇ ବୋହିଗଲେ ବି ହୃଦୟର ଅସହ୍ୟ ବେଦନାକୁ ସହ୍ୟ କରିପାରେନାହିଁ । ଯେଉଁ ବୟସରେ ପୁଅର ସେବା ପାଇଥାଆନ୍ତେ ବାପା-ମାଆ, ସେହି ବୟସରେ ଏମିତି ପୁଅର କରୁଛନ୍ତି ସେବା ।
ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ସ୍ୱାମୀ ବିଛଣାରେ, ସ୍ତ୍ରୀ ଦୋକାନ କରି ପରିବାର ଚଳାଉଛି। ଦୁଇଟି କିଡନୀ ନଷ୍ଟ ହେବା ପରେ ନୂଆ କିଡନୀ ପ୍ରତିରୋପଣ ପାଇଁ ଆଶା ତ ଅଛି, ହେଲେ ଅର୍ଥ ସାଜିଛି ବାଧକ। ରୋଗୀଣା ସ୍ୱାମୀର ଦିନ ରାତି ସେବା କରୁଛି, କାନ୍ଦି କାନ୍ଦି ଦୁଃଖ କହୁଛି...କଣ କରିବି ମୁଁ ଜାଣିପାରୁନି..
ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ
ଶଗଡ ସାଜିଲା ଶତ୍ରୁ। ଧାନ ଆଣୁ ଆଣୁ ଗୋବିନ୍ଦ ଉପରେ ଏମିତି ପଡିଗଲା ଯେ ୨୦ ବର୍ଷ ହେଲାଣି ଆଉ ବିଛଣାରୁ ଉଠିପାରୁନି ଭେଣ୍ଡିଆ ପୁଅ। ଚିକିତ୍ସା ପାଇଁ ଜମିବାଡ଼ି ବିକିଲେଣି ହେଲେ ପୁଅ ଭଲ ହେଉନି କି ଚାଲୁନି...ସରକାରୀ ସହାୟତା ଲାଗି ଗୁହାରି କରୁଛନ୍ତି ମାଆ-ବାପା
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା।
ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।
ଆନ୍ଦୋଳନସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା
ଖଟରେ ପଡ଼ି ପଡ଼ି କେବେ ଯୌବନ ଛୁଇଁଲା ଜାଣି ବି ପାରିଲେନି.. ୨୦ ବର୍ଷ ହେଲା ଏ ବିଚିତ୍ର ଦୁନିଆର ସୁନ୍ଦର ଛବି କେମିତି… ଦେଖିନାହାନ୍ତି ଗୋବିନ୍ଦ.. ଚାରିକାନ୍ଥ ଦେଖି କଟୁଛି ଜୀବନ.. ଆଖିର ଲୁହ ପୋଛି ଶଯ୍ୟାଶାୟୀ ପୁଅର ସେବା କରିଚାଲିଛି ମାଆ.. ହେଲେ କେତେ ଦିନ
ମାଳ ମାଳ ମିଥ୍ୟା ବିଲ୍.. ଲକ୍ଷ ଲକ୍ଷ ଟଙ୍କା ହଡ଼ପ.. ସ୍କୁଲ ପାଇଁ ଅଫିସ୍ ଚେୟାର, ଆଲମିରା, ଟେବୁଲ, ବେଞ୍ଚ, ଫ୍ୟାନ୍ ଆଦି କିଣା ନାଁ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍.. RTI ତଥ୍ୟରୁ ହେଲା ବଡ଼ ଖୁଲାସା..
ବହୁତ କଷ୍ଟ ଲାଗୁଛି.. ଭଲ ପାଠ ପଢିବି ବୋଲି ଭାବୁଥିଲି.. ମୁଁ କିଛି ବି କରିପାରୁନି.. ମୋର କେବଳ ଡାହାଣ ହାତ ଚାଲୁଛି, ବାକି ପୂରା ଶରୀର ଲକ୍ ହେଇଯାଇଛି..
୩ ଜଣ ବ୍ୟକ୍ତି ଅଫିସ୍ ଭିତରେ ପଶି ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି।
ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀ ପିଉଛନ୍ତି କ୍ଷୀର ! ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏ ଦୃଶ୍ୟ.. ବୌଦ୍ଦ କରଞ୍ଜକଟା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି.. ଆସ୍ଥା ପ୍ରକଟ କରି ଏହି ଦୃଶ୍ୟ ଦେଖିବାକୁ ଲୋକେ ଭିଡ଼ ଜମେଇଛନ୍ତି..
ନାରଣ..ଏଇଟା ଘୋର କଳିକାଳ..ଏ ଯୁଗରେ ନାରୀ ନାରୀର ଭିଡ଼ୁଛି ବସ୍ତ୍ର.. ସିଏ ଭିଡ଼ୁ ଭିଡ଼ୁ ଦିଦି ଉଠେଇଲେଣି ଢେଲା..
ନଭେମ୍ବର ୨୩, ୨୦୨୦ରେ ଏମିତି ଏକ ଚିଠି ଲେଖି ବଞ୍ଚିବାକୁ ଗୁହାରୀ କରିଥିଲେ ଶ୍ରଦ୍ଧା ଓ୍ୱାକର୍..
ଜଗା ପ୍ରେମ କାହା ପାଇଁ କେମିତି.. ଯିଏ ଯେମିତି ଖୋଜିଛି ମହାପ୍ରଭୁଙ୍କୁ ସେମିତି ପାଇଛି.. ଜଗତର ନାଥ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରେ ୟେ ହେଉଛନ୍ତି ଅନ୍ୟତମ ଭକ୍ତ..
କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଚାଲିଛି ସଂଘର୍ଷ.. ହେଲେ ଏମିତି କେତେ ଦିନ ଚାଲିବ ! ସଂଘର୍ଷ ଭିତରେ ହଜିଯିବନି ତ ପଥର କଳା ?
୧୦ ବର୍ଷ ତଳେ ୧୦ ମହିଳା ଏକାଠି ହୋଇ ଦେଖିଥିଲେ ସ୍ୱପ୍ନ.. ମାତ୍ର ୧୦୦, ୧୦୦ ଟଙ୍କା ସଞ୍ଚୟ କରି ଆରମ୍ଭ କଲେ ବ୍ୟବସାୟ.. ଆଜି ବର୍ଷକୁ ରୋଜଗାର କରୁଛନ୍ତି ପ୍ରାୟ ୩୫ ଲକ୍ଷ..
ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି।