• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Hockey World Cup
ବିଶ୍ୱକପକୁ ଆଉ ଅଳ୍ପ ଦିନ,ହେଲେ କଳାଭୂମିରେ ନିର୍ବାକ ହୋଇପଡ଼ି ରହିଛି କଳାକୃତି

ପଥରରେ ସୁକ୍ଷ୍ମ କାରୁକାର୍ଯ୍ୟ। କେଉଁଠି ହକି ଷ୍ଟିକ୍ ତ କେଉଁଠି ଭଗବାନ ବୁଦ୍ଧଙ୍କ ଷ୍ଟାଚ୍ୟୁ । ଆଉ କେଉଁଠି ପଥର ଓ ବିଭିନ୍ନ ଧାତୁରେ ନିର୍ମିତ ସୁନ୍ଦର ତୋରଣ . .

Chit fund scam: Supreme Court seeks status report from CBI
ଚିଟ୍‌ଫଣ୍ଡ ଠକେଇ ମାମଲା: CBIକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ଚିଟ୍‌ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 Elder sister looks after family
ପାଠପଢ଼ା ବୟସରେ ଗିର୍ଜନୀ ସମ୍ଭାଳୁଛନ୍ତି ପରିବାର

ମାଆ କୁଆଡ଼େ ଚାଲିଗଲେ । ବାପା ଖୋଜିଖୋଜି ମାନସିକ ଭାରସାମ୍ୟ ହରାଇ ସେ ମଧ୍ୟ କୁଆଡ଼େ ପଳାଇଛନ୍ତି। ଏବେ ଘରର ବଡ଼ ଝିଅ ଗିର୍ଜନୀ ଉପରେ ନିର୍ଭର ଅନ୍ଧ ବୁଢ଼ା ବାପା ଓ ୨ ସାନଭାଇ...

tree man
୯୦ ବର୍ଷର ଗଛ ମଣିଷ... ତାଙ୍କ ଗଛରେ କେହିଁ ଲାଗନି..

୭୫ ବର୍ଷର ଗଛ ସହ ପ୍ରେମ , ବୟସର ଅପରାହ୍ନରେ ଲଗାଇ ଚାଲିଛନ୍ତି ଲକ୍ଷ ଲକ୍ଷ ଗଛ । ଚମ ଧୁଡୁ ଧୁଡୁ ହେଲାଣି ତଥାପି ପ୍ରତିଦିନ ଗଛ ଟିଏ ନ ଲଗାଇଲେ ମନ ବୁଝୁନି.. ଦେଖନ୍ତୁ ପ୍ରକୃତିର ସବୁଜିମା ଭିତରେ ହଜି ଯାଇଥିବା ଏମିତି ଜଣେ ଗଛ ମଣିଷର କାହାଣୀ ।

Migratory foreign birds
ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଆମେ ଚିଲିକା ଯାଉ.. ହେଲେ ଏଥର ସେମାନେ ଆମ ପୋଖରୀକୁ ଆସିଛନ୍ତି..

କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି..

Andhra Attempt To Encroache Odisha Land
ଆନ୍ଧ୍ର କବ୍‌ଜାରେ ଓଡ଼ିଶା ଜମି ! ପାମୋଲିନ୍ ଚାଷ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାର ସରକାରୀ ଜମିକୁ କବ୍‌ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍‌ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ। 

News Fuse
ଫଟୋ ଦେଖାଇ ପଚାରୁଛି ନାରଣ.. ଆମେ ବଦଳି ଯାଇନେ?

ଆଜି ଫଟୋ ଦେଖାଇ ଫ୍ୟୁଜ୍ କଲା ନାରଣ..

5G Services Rolls Out In Odisha
ଓଡ଼ିଶାରେ 5G ସେବା ଆରମ୍ଭ: 4G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍...

ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ। 

building in dilapidated condition
ନରସିଂହପୁରର ଐତିହ ଏବେ ଜରାଜୀର୍ଣ୍ଣ

ନରସିଂହପୁରର ଐତିହ କୁହାଯାଉଥିବା ରାଜତନ୍ତ୍ର ସମୟର ଏହି ତହସିଲ କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ । ଅଧା ଭାଗ ଭୁଶୁଡ଼ିବାକୁ ବସିଥିବାବେଳେ ବର୍ଷା ଦିନେ ପାଣିରେ ଭାସୁଛି ପୁରୁଣା କୋଠା ।

Demon Sambarasura worshipped
ଦେବାଦେବୀ ବଦଳରେ ଏଠି ପୂଜା ପାଆନ୍ତି ଅସୁର ଦେବତା

ଗାଁରେ ମାଡିଗଲା ହଇଜା। ଗୋଟିଏ କୋକେଇ ମଶାଣି ଯିବା ପରେ ଆଉ ଗୋଟିଏ କୋକେଇ ବନ୍ଧା ହେଉଥିଲା। ଘରେ ଘରେ ପଡୁଥିଲା କାନ୍ଦ ବୋବାଳି। ଏହି ସମୟରେ ଗାଁର ଜମିଦାର ଚିନ୍ତାରେ ପଡିଗଲେ। ଅସୁର ପୂଜା ଆୟୋଜନ କରିବା ପରେ ଗାଁରୁ ହଇଜା ପଳାଇଗଲା । ସେହି ଦିନଠାରୁ ଭଦ୍ରକର ଏଠି ପୂଜା ପାଉଛନ୍ତି ଶମ୍ବରାସୁର

mother of stray & abandoned dogs
ଫୁଟପାଥରେ ବୁଲା କୁକୁରଙ୍କ ସାଥୀ

ଫୁଟ୍ ପାଥରେ ଦଳ ଦଳ ବୁଲା କୁକୁର ଶୋଇଛନ୍ତି। ପୁଣି ଜଣେ ବୃଦ୍ଧାଙ୍କ ପାଖରେ। ସିଏ ବି ଶୀତ କାକରରେ ନିଆଁ ଜାଳି ବସିଛନ୍ତି। ହେଲେ କିଏ ଏହି ମହିଳା ? କଣ ପାଇଁ ଏମିତି ଏତେ ବୁଲା କୁକୁରମାନଙ୍କୁ ଆଶ୍ରୟ ଦେଇଛନ୍ତି ? ମାଆ ପରି ପାଳୁଛନ୍ତି ଏଇ ବୁଲା କୁକୁର ମାନଙ୍କୁ..

Helpless woman
ପୁଅକୁ ଶୁଦ୍ଧି ହେବା ପାଇଁ ଦରକାର ମେଣ୍ଢା ମାଂସ ଆଉ ହାଣ୍ଡିଆ

ଗାଁ ବାଲାଙ୍କୁ ମେଣ୍ଢା ମାଂସ ଆଉ ହାଣ୍ଡିଆ ଦେଲେ ଯାଇ ଘରକୁ ପଶିବ ମାଆ। ହେଲେ ବିଧବା ମାଆଟି ଏତେ ଟଙ୍କା ଆଣିବ କେଉଁଠୁ ? କେମିତି କରିବ ମୃତ ପୁଅର ଶୁଦ୍ଧି କ୍ରିୟା।

News Fuse
ଲାଗୁଛି ପଖାଳ ସାଙ୍ଗକୁ ସମୁଦ୍ର କୂଳିଆ ପବନ ପାଇଁ ନିଦ

୨୪ ପାଇଁ ଚିନ୍ତା କରିବାକୁ ନେତା ଚେଇଁଛନ୍ତି ନା ଦେଖୁନ..

Srimandir’s expenditure
ଶ୍ରୀମନ୍ଦିରରେ ଆମଦାନୀ ଆଠନି ଖର୍ଚ୍ଚା ରୂପୈୟା : ଅଟକଳ ତୁଳନାରେ ପାଣି ଭଳି ଠାକୁରଙ୍କ ଟଙ୍କା ଖର୍ଚ୍ଚ

କେବଳ ଗତ ରଥଯାତ୍ରାରେ ୬କୋଟିରୁ ଅଧିକ ବ୍ୟୟ, ଆପତ୍ତି ଉଠାଇଲେ ପୂର୍ବତନ ମ୍ୟାନେଜିଂ କମିଟି ସଦସ୍ୟ ଓ ବୁଦ୍ଧୀଜୀବୀ

Free ration
ଆଉ ବର୍ଷେ ମିଳିବ ମାଗଣା ଚାଉଳ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

Anganwadi worker Protest
ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ରାଲି

ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ।

  • Tuesday, 03 January 2023
Kendrapara man found money on road, requests to take with proof
ସଲାମ୍‌ ଶଙ୍କର୍ଷଣ: ରାସ୍ତାରୁ ପାଇଲେ ଟଙ୍କା ବଣ୍ଡଲ୍‌; କହିଲେ- ‘ପ୍ରମାଣ ଦିଅ, ଟଙ୍କା ନିଅ’

ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି। 

 man awaits missing son
ଘର ବାହୁଡ଼ା ଅପେକ୍ଷାରେ ୧୨ ବର୍ଷ

ତୁ କେଉଁଠି ଅଛୁ ପୁଅ ଫେରିଆ...ତତେ ଖୋଜି ଖୋଜି ନୟାନ୍ତ ହେଲିଣି, ତତେ ଝୁରି ଝୁରି ମାଆ ଆଉ ନାହିଁ । ଯଦି ଦେଖୁଥିବୁ ଘରକୁ ଫେରିଆସ । ପୁଅର ଫଟୋକୁ ଧରି ଏମିତି ଆକୁଳ ନିବେଦନ କରିଛନ୍ତି ଜଣେ ବାପା

 foreign tourists in Odisha a matter of concern
ବିଦେଶୀ ପର୍ଯ୍ୟଟକଙ୍କ ଯଦି କିଛି ଅସୁବିଧା ହେଲା କିଏ ଦାୟୀ ହେବ

କୋରାପୁଟର ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଆସୁଛନ୍ତି ଦଳ ଦଳ ବିଦେଶୀ ପର୍ଯ୍ୟଟକ । ହେଲେ ସେମାନଙ୍କ ସୁରକ୍ଷା ପାଇଁ ନାହିଁ କୌଣସି ପ୍ରକାର ବ୍ୟବସ୍ଥା । ଏବେଠୁ ଏ ସବୁ ଉପରେ ଧ୍ୟାନ ନଦେଲେ ଓଡିଶାରୁ ଗାଏବ ହୋଇଯିବେ ବିଦେଶୀ ପର୍ଯ୍ୟଟକ

Machhakandna waterfall
ମନ ମୋହୁଛି ମାଛକାନ୍ଦଣା, ପ୍ରକୃତିର ଅପରୂପ ଦୃଶ୍ୟ

ପ୍ରକୃତି କୋଳରେ ମାଛକାନ୍ଦଣା । ଶୀତ ଦିନ ବିଶେଷ କରି ନୂଆ ବର୍ଷ ଆସିଲେ ଏଇ ପର୍ଯ୍ୟଟନ ସ୍ଥଳୀ ବୁଲିବା ଓ ବଣ ଭୋଜି କରିବାର ମଜା ନେବାକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ l ଏ ବର୍ଷ କୋଭିଡ କଟକଣା ନଥିବାରୁ ମାଛକାନ୍ଦଣାରେ ପ୍ରବଳ ଭିଡ ।

 Bee Man
ମହୁମାଛିଙ୍କ ବନ୍ଧୁ, ଜାଣିଛନ୍ତି କରାୟତ୍ତର କୌଶଳ

କୌଶଳ ଜାଣିଛନ୍ତି ବୋଲି ଅନାୟସରେ ଧରୁଛନ୍ତି ମହୁମାଛି । ମହୁମାଛି ବି ତାଙ୍କ ଦେହରେ ଆସି ବସୁଛନ୍ତି । ସତେ ଯେମିତି ମହୁମାଛିଙ୍କୁ ପୋଷା ମନେଇଛନ୍ତି ତୁକାରାମ । ଆସନ୍ତୁ ଭେଟିବା ଏଇ ମହୁମାଛି ମଣିଷଙ୍କୁ ।

News Fuse
କଂପ୍ଲେନଟା ଏଇଠି ଦେଇଦବା

ରେଳ ଉପରକୁ ଚଢିଗଲେଣି ରେଳମନ୍ତ୍ରୀ

No Hoarding Zone
ହକି ବିଶ୍ୱକପ ପାଇଁ ନୋ ହୋର୍ଡିଂ ଜୋନ୍ ଘୋଷଣା କଲା ବିଏମସି

କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।

artist Swarnalata Jena
ଚାଳଘରେ ରହୁଥିବା ଝିଅର କମାଲ୍, କାନ୍ଥଠୁ ଫୁଲଯାଏ ସବୁ ଜଗନ୍ନାଥ ଜଗନ୍ନାଥ

ଦାରିଦ୍ର୍ୟ ପାଠପଢାରେ ଡୋରି ବାନ୍ଧିଦେଲା । କିନ୍ତୁ ପ୍ରତିଭାକୁ ବାନ୍ଧି ପାରିଲାନି । ଜଗନ୍ନାଥଙ୍କ ଭକ୍ତକୁ କିଏ ବା ଅଟକାଇପାରିବ ? ଏଇ ଝିଅଟି ତୁଳି ଧରିଲେ ପ୍ରକାଶିତ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । କାନ୍ଥବାଡ, ଫଳଫୁଲ, ଗଛ ସବୁଠି ଜଗନ୍ନାଥ । ଅଖ୍ୟାତ ପଲ୍ଲୀର ଏଇ ଝିଅ ଏବେ ଚର୍ଚ୍ଚାରେ ।

  • Monday, 02 January 2023
Lady athlete Archana Jena
ଧାବିକା ଅର୍ଚ୍ଚନାଙ୍କ ଅଧୁରା ସ୍ୱପ୍ନ: ମୁଁ ପିଟି ଉଷା ହେବି

ଅଧାରେ ରହିଯିବ କି ଅଲିମ୍ପିକ୍ ସ୍ୱପ୍ନ ! ଆଖିରେ ହଜାରେ ସ୍ୱପ୍ନ କିନ୍ତୁ ଲକ୍ଷ୍ୟ ସ୍ଥିର.. କଠିନ ପରିଶ୍ରମ ବି କରୁଛନ୍ତି.. ସହଯୋଗ ମିଳିଲେ ସେ ବି ହେବେ ଓଡ଼ିଶା ଦୌଡ଼ରାଣୀ