ତୁ କେଉଁଠି ଅଛୁ ପୁଅ ଫେରିଆ...ତତେ ଖୋଜି ଖୋଜି ନୟାନ୍ତ ହେଲିଣି, ତତେ ଝୁରି ଝୁରି ମାଆ ଆଉ ନାହିଁ । ଯଦି ଦେଖୁଥିବୁ ଘରକୁ ଫେରିଆସ । ପୁଅର ଫଟୋକୁ ଧରି ଏମିତି ଆକୁଳ ନିବେଦନ କରିଛନ୍ତି ଜଣେ ବାପା
Published: Pallipuspa Samal
Last updated: 03 January 2023, 01:49 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।