ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି।
କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି..