ମାଆ କୁଆଡ଼େ ଚାଲିଗଲେ । ବାପା ଖୋଜିଖୋଜି ମାନସିକ ଭାରସାମ୍ୟ ହରାଇ ସେ ମଧ୍ୟ କୁଆଡ଼େ ପଳାଇଛନ୍ତି। ଏବେ ଘରର ବଡ଼ ଝିଅ ଗିର୍ଜନୀ ଉପରେ ନିର୍ଭର ଅନ୍ଧ ବୁଢ଼ା ବାପା ଓ ୨ ସାନଭାଇ...
Published: Pallipuspa Samal
Last updated: 05 January 2023, 02:45 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।