ଫୁଟ୍ ପାଥରେ ଦଳ ଦଳ ବୁଲା କୁକୁର ଶୋଇଛନ୍ତି। ପୁଣି ଜଣେ ବୃଦ୍ଧାଙ୍କ ପାଖରେ। ସିଏ ବି ଶୀତ କାକରରେ ନିଆଁ ଜାଳି ବସିଛନ୍ତି। ହେଲେ କିଏ ଏହି ମହିଳା ? କଣ ପାଇଁ ଏମିତି ଏତେ ବୁଲା କୁକୁରମାନଙ୍କୁ ଆଶ୍ରୟ ଦେଇଛନ୍ତି ? ମାଆ ପରି ପାଳୁଛନ୍ତି ଏଇ ବୁଲା କୁକୁର ମାନଙ୍କୁ..
ମୋତେ ଆଜି ମିଳିଗଲା ମୋ ମନ ମୟୁରୀ। ଛାଡିବିନି ତୁମକୁ ମୁଁ ଯିବି ପଛେ ମରି। ଏହି ପପୁଲାର ଗୀତଟି ଆଜି ସତ ହେଇଛି ଜନନୀ ଆଶ୍ରମରେ। ଦୀର୍ଘ ବର୍ଷ ଧରି ନିଖୋଜ ଥିବା ନିଜ ସ୍ତ୍ରୀକୁ ଫେରି ପାଇଛି ସ୍ୱାମୀ...