• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Foreign Tourists

 foreign tourists flock to its shores
ସମୁଦ୍ର ପାଣିରେ ତୀବ୍ର ଗତିର ମଜା,ଓଡ଼ିଶାରେ ସର୍ଫିଂ ଶିଖାଉଛନ୍ତି ବିଦେଶୀ କୋଚ୍

ନୀଳ ସମୁଦ୍ରରେ ମାଛ ପରି ପହଁରୁଛନ୍ତି ବିଦେଶୀ ପର୍ଯ୍ୟଟକ। ପୁରୀର ସମୁଦ୍ର ମୁହାଁଣ ଦୁଃସାହାସିକ ଜଳକ୍ରୀଡ଼ା ପାଇଁ ପାଲିଟିଛି ଉପଯୁକ୍ତ ସ୍ଥାନ । ଆମ ଓଡିଶାରେ ଏଭଳି ଦୁଃସାହସିକ ଜଳକ୍ରୀଡା ୱାଟର୍ ସର୍ଫିଂ ।

 foreign tourists in Odisha a matter of concern
ବିଦେଶୀ ପର୍ଯ୍ୟଟକଙ୍କ ଯଦି କିଛି ଅସୁବିଧା ହେଲା କିଏ ଦାୟୀ ହେବ

କୋରାପୁଟର ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଆସୁଛନ୍ତି ଦଳ ଦଳ ବିଦେଶୀ ପର୍ଯ୍ୟଟକ । ହେଲେ ସେମାନଙ୍କ ସୁରକ୍ଷା ପାଇଁ ନାହିଁ କୌଣସି ପ୍ରକାର ବ୍ୟବସ୍ଥା । ଏବେଠୁ ଏ ସବୁ ଉପରେ ଧ୍ୟାନ ନଦେଲେ ଓଡିଶାରୁ ଗାଏବ ହୋଇଯିବେ ବିଦେଶୀ ପର୍ଯ୍ୟଟକ