Advertisment

ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଆମେ ଚିଲିକା ଯାଉ.. ହେଲେ ଏଥର ସେମାନେ ଆମ ପୋଖରୀକୁ ଆସିଛନ୍ତି..

କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି..

author-image
Pallipuspa Samal

କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି.. 

Advertisment
Foreign Migratory Birds
Advertisment
Advertisment