• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Humane Sagar's Wife Shriya Mishra Speaks About Her Marital Discord
ଆଜି ବଡ଼ ଖୁଲାସା କରିବେ ହ୍ୟୁମାନ ସାଗରଙ୍କ ପତ୍ନୀ !

ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍‌ମିଟ୍‌ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା। 

Singer Humane Sagar's wife
କାଲି ଗଣମାଧ୍ୟମ ସାମ୍ନାରେ କଣ ତଥ୍ୟ ରଖିବେ ଶ୍ରୀୟା

ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି।

 road for tourists
ପାହାଡ଼ ଚିରି ପର୍ଯ୍ୟଟକଙ୍କ ପାଇଁ ରାସ୍ତା ତିଆରିରେ କଲେ ଗାଁ ଲୋକେ

ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ।

Playback singer Humane Sagar's wife Shriya to OTV
'ହ୍ୟୁମାନଙ୍କ ପରିବାର ଲୋକେ ମୋତେ ସିନ୍ଦୂର ଲଗାଇବାକୁ ଦିଅନ୍ତିନି'

ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଶ୍ରୀୟା କହିଛନ୍ତି।

Visually impaired man ignites patriotism among school students musically with mouth organ
ଆଖିକୁ ସିନା ଦେଖାଯାଉନି..ହେଲେ ମାଉଥ୍ ଅର୍ଗାନ୍ ବଜାଇବାରେ ମାଷ୍ଟର୍

କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି.. ସେ ଚାଲିଛନ୍ତି..ଜାଣିନାହାନ୍ତି କୁଆଡେ ଯିବେ.. ତଥାପି ଚାଲିଛନ୍ତି...

Rare Surgery In Cuttack SCB Medical
ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ, ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି...

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍‌ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।

Surprised to see a smartphone in an 86 year old picture
୮୬ ବର୍ଷର ପୁରୁଣା ଏକ ଚିତ୍ରରେ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍!

ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଦଶନ୍ଧି ଦଶନ୍ଧି ଏକ ପୁରୁଣା ଚିତ୍ରରେ ସ୍ମାର୍ଟଫୋନ୍ ବ୍ୟବହାରକୁ ଦେଖେଇଛନ୍ତି। ସେତେବେଳେ ସ୍ମାର୍ଟଫୋନ୍ କଥା ଛାଡିଦିଅନ୍ତୁ, ପ୍ରତ୍ୟେକ ଘରେ ବିଦ୍ୟୁତ୍ ଏବଂ ଲ୍ୟାଣ୍ଡଲାଇନ୍‌ ମଧ୍ୟ ସ୍ୱପ୍ନ ଥିଲା। ତେବେ ଏ ଫୋନ୍ ଆସିଲା କିପରି?

Villagers cut mountain
ପର୍ଯ୍ୟଟକଙ୍କ କାନ୍ଦ ସହିପାରିଲେନି ଗ୍ରାମବାସୀ

ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ। ସଂକଳ୍ପ ନେଇଛନ୍ତି, ଆମ ଅଂଚଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ କନ୍ଦାଇ ଦେବୁନି। ସେଥିପାଇଁ ରାସ୍ତା ତିଆରିରେ ଲାଗି ପଡିଛନ୍ତି ସଭିଁଏ...

Humane Sagar’s mother denies conversion allegations by daughter-in-law
‘ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ’

ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ।

Lovers Death
ପ୍ରେମୀ ଯୁଗଳଙ୍କ ବାହାଘର!

ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ। ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲେ ବି ଏହା ଏକ ବାସ୍ତବ ପ୍ରେମ କାହାଣୀ…

Lady blackmailer Archana Nag gets permission for law exam
ପରୀକ୍ଷା ଦେବେ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗ

ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍‌ ମାନୁଆଲ୍‌ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।

 Mahanadi River
ଶୀତ ସରିନି, ଶୁଖିଲାଣି ମହାନଦୀ : ହୀରାକୁଦ ଡ୍ୟାମକୁ କମୁଛି ଜଳ ପ୍ରବାହ

ଜଳଭଣ୍ଡାର ତଳମୁଣ୍ଡରେ ବିକଳ ସ୍ଥିତି, ଚିନ୍ତାରେ ରବି ଧାନ ଫଳାଉଥିବା ଶହ ଶହ ଚାଷୀ

Mission Shakti Cafe
ସଶକ୍ତ ହେଉଛନ୍ତି ମହିଳା : ରୋଜଗାର ଯୋଗାଉଛି ମିଶନ ଶକ୍ତି କାଫେ 

ବଡବଡ ସହର ଭଳି ଏବେ ଆପଣ ମଧ୍ୟ ବୌଦ୍ଧ ସହରକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ ।

Sita Hill
ବନବାସ ସାରି ଫେରିବା ବେଳେ..ଏଇ ପାହାଡରେ ଅଟକିଥିଲେ ମା’ ସୀତା

ଓଡ଼ିଶାରେ ଅଛି ଏମିତି ଏକ ପାହାଡ଼..ଯେଉଁଠି ବନବାସରୁ ଫେରିବା ବେଳେ ମାତା ସୀତା ରହିବାକୁ ବାଧ୍ୟ ହୋଇଥିଲେ.. ବନ୍ଧୁମିଳନ ବି କରିଥିଲେ.. ଜାଣନ୍ତୁ..

Mission Shakti Cafe
ଗାଁ ମହିଳାଙ୍କ କାଫେଟେରିଆ.. ପୂରା ସହରୀ ଢାଞ୍ଚାରେ..

ଦେଖନ୍ତୁ ଏଠି ଛଣା ଚାଲିଛି କଲରା ଚିପ୍ସ ଆଉ ପ୍ରସ୍ତୁତ ଭାତ-ଡାଲି ତା ସାଙ୍ଗକୁ ଭଜା ଓ ସାଲାଡ୍ ବି ରେଡି.. ମୁହଁ ମିଠା କରିବା ପାଇଁ ରହିଛି ଗରମ କ୍ଷୀରି କାକରା.. ଚଟପଟି ଖାଦ୍ୟରେ ରହିଛି ବୌଦ୍ଧର ଫେମସ୍ ଲେଥା ସାଙ୍ଗକୁ ଦେଶି ଚଟନୀ..

Farmer turns lakhpati
ଗରୀବ ସୁରେନ୍ଦ୍ରଙ୍କୁ ଲକ୍ଷପତି କଲା ଟାଙ୍ଗରା ଭୂଇଁ

ଦିନ ଥିଲା ଏଇଠି ଦୁବ ଟିଏ ବି କଅଁଳୁ ନଥିଲା.. ଟାଙ୍ଗାରା ହୋଇ ପଡ଼ିରହିଥିଲା.. ହେଲେ ଆଜି ଦେଖୁଛନ୍ତି ତ.. ଏକର ଏକର ଜାଗାରେ ଫଳିଛି ଗଛ ଗଛ ପିଜୁଳି, ମେଞ୍ଚା ମେଞ୍ଚା ଲାଲ୍ ଟୁକ ଟୁକ୍ ଆପେଲ ବେର୍ ବରକୋଳି, ସଜନା ସାଙ୍ଗକୁ କେତେକଣ.. ଦେଖିଲେ ଲୋଭ ଲାଗୁଛି..

 DAKOTA aircraft
ଭୁବନେଶ୍ୱରରେ ବିଜୁଙ୍କ ପ୍ରିୟ ଡାକୋଟା !୩ଟି ଟ୍ରେଲରରେ କୋଲକାତାରୁ ଆସିଲା ବିମାନ

ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ

stolen item recovered
ମନ୍ଦିରରେ ବସିଲା ପେଚା, ମିଳିଲା ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି

ଚୋରି ସମ୍ପର୍କରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ। 

  • Wednesday, 18 January 2023
  • Temple
Saas-Bahu summit to be conducted in Odisha
ବୋହୂ କାନରେ ମନ୍ତ୍ର ଫୁଙ୍କିବେ ଶାଶୁ

ଗାଁ ଗାଁରେ ସ୍ୱାସ୍ଥ୍ୟ ବିଭାଗ ଆୟୋଜନ କରିବ ଶାଶୁ ବୋହୂ ସମ୍ମିଳନୀ । ପରିବାର ନିୟୋଜନ ନେଇ ହେବ କମ୍ପିଟିସନ୍, ମିଳିବ ପୁରସ୍କାର...

News Fuse | Tussle over drinking water in Kalinga stadium
News Fuse: ଶୁଶୁ କଲା ଭଳି ପାଣି ବାହାରୁଛି...

ହଇରେ ନାରଣ ! ଏଠି କ’ଣ ଶୁଶୁ କଲା ଭଳି ପାଣି ବାହାରୁଛି….

Biju Patnaik’s Dakota aircraft reaches Jaleswar
ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ

କୋଲକାତାରୁ ବାହାରିଥିବା ଡାକୋଟା ବିମାନ ଓଡ଼ିଶା ସୀମାରେ ପ୍ରବେଶ କରିଛି। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ୩ଟି କଣ୍ଟେନରରେ ଭୁବନେଶ୍ୱର ଆସୁଛି। 

 Dakota aircraft leaves Kolkata airport
ଓଡ଼ିଶା ଆସୁଛି ବିଜୁଙ୍କ ପ୍ରିୟ ଡାକୋଟା ବିମାନ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ବିମାନ।

cold wave
ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ଏବେ ସବୁଠି ହାଡ ଭଙ୍ଗା ଶୀତ ଲହରୀର ରାଜୁତି....

ଶ୍ରୀନଗରରୁ ସିମଲା । ଦିଲ୍ଲୀରୁ କୋଲକାତା । ଅହମଦାବାଦରୁ ହାଇଦ୍ରାବାଦ ଏବଂ ମୁମ୍ବାଇରୁ ଚେନ୍ନାଇ । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ଏବେ ସବୁଠି ହାଡ ଭଙ୍ଗା ଶୀତ ଲହରୀର ରାଜୁତି....

Man Marries Sister-In-Law
ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର, ୩ଟି ପିଲାଙ୍କୁ ଅନାଥ ହେବାରୁ ବଂଚେଇଦେଲେ

ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର। କଥାଟି ଶୁଣି ଟିକେ ଅଡୁଆ ଲାଗୁଛି। ହେଲେ ଏଥିପାଇଁ ଦିଅର ଅନୀଲଙ୍କୁ ଛୁଟୁଛି ପ୍ରଶଂସାର ସୁଅ। ନିଜ କଥା ନଭାବି ଗାଁର ଏହି ଯୁବକ କେମିତି ୩ଟି ପିଲାଙ୍କୁ ଅନାଥ ହେବାରୁ ବଞ୍ଚେଇ ଦେଲେ, ତାହା ଜାଣିଲେ, ଆପଣ ବି କହିବେ, ସାବାସ୍ ଅନୀଲ୍…