ନେତା ହେବ ତ ଏମିତି ବଡ଼ ହୃଦୟର। କରୋନାରେ ତାଙ୍କ ପୁଅର ମୃତ୍ୟୁ ଯାଇଥିଲା। ଏବେ ସେ ନିଜ ବିଧବା ବୋହୂର ୨ୟ ବିବାହ ନିଜେ କରାଇଛନ୍ତି। ଏହି ଖବର ନିଜେ ପୂର୍ବତନ ବିଧାୟକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଭାବପୂର୍ଣ୍ଣ କଥା।
Published: Pallipuspa Samal
Last updated: 26 January 2023, 01:54 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।