• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: The Real Hero

Swachh Bharat Warrior
ସମସ୍ତେ ଶୋଇଯିବା ପରେ ରାତି ସାରା ଝାଡୁ ମାରନ୍ତି.. ସକାଳୁ ସହର ଚକାଚକ୍..

ସ୍ୱଚ୍ଛ ଭାରତର ଏ ହେଉଛନ୍ତି ଆଦର୍ଶ ମହିଳା.. ମାଗଣାରେ କରୁଛନ୍ତି ରାସ୍ତା ସଫା.. କୋଲାବ ସହରର ସ୍ୱଚ୍ଛ ଭାରତୀ ରମା ନୁନି.. ଜାଣନ୍ତୁ ତାଙ୍କ କାହାଣୀ..

real hero
ଗୁରୁତର ମାଙ୍କଡ଼ର ଜୀବନ ବଞ୍ଚାଇଦେଲେ କାର୍ ଡ୍ରାଇଭର୍ ! ମୁହଁରେ ମୁହଁ ଲଗେଇ ନିଶ୍ୱାସ ଦେଲେ, ହସ୍ପିଟାଲ୍ ପହଞ୍ଚାଇଲେ

ଭିଡିଓଟି ଦେଖିଲେ ଆଖିକୁ ଲୁହ ଆସିଯିବ । ତାମିଲନାଡୁର ଜଣେ ଡ୍ରାଇଭର ମାଙ୍କଡ଼ଟିକୁ ରାସ୍ତାରେ ଆହତ ଅବସ୍ଥାରେ ଉଦ୍ଧାର କରି ତାକୁ ବଂଚେଇବାକୁ ଚେଷ୍ଟା କରିଥିଲେ । ଏମିତିକି ସେ ତା ମୁହଁରେ ମୁହଁ ଲଗେଇ ପମ୍ପିଂ କରିବାକୁ ଚେଷ୍ଟା କରିଥିଲେ ଓ ସେଥିରେ ସଫଳ ହୋଇଥିଲେ। ମାଙ୍କଡ଼ଟି ଯେତେବେଳେ ଜୀବନ ପାଇଗଲା ଦେଖନ୍ତୁ ଏହି ଡ୍ରାଇଭର ଭାଇଙ୍କ ଖୁସି।