ଜନ୍ମରୁ ସେ ୫୦ ପ୍ରତିଶତ ଦିବ୍ୟାଙ୍ଗ.. ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ଦୁଇ ଅକ୍ଷର ପଢିପାରିଲେନି.. ପିଲାଟି ବେଳୁ ସମସ୍ତେ ଥଟ୍ଟା ପରିହାସ କରନ୍ତି.. ଦିବ୍ୟାଙ୍ଗ ବୋଲି ଲୋକେ କାମ ବି ଦେଲେନି.. ଶେଷରେ ଏମିତି କରି ଲୋକଙ୍କ ମୁହଁ ବନ୍ଦ କରିଦେଲେ..
Published: Pallipuspa Samal
Last updated: 25 January 2023, 02:01 PM IST
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହୋଇପାରେ ଜୋରଦାର ଟକ୍କର । ମୁହାଁମୁହିଁ ହେବେ କି କଙ୍ଗନା-ୟାମୀ । ବିଜେପି ଏହି ଆସନରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ୟାମୀ ଗୌତମଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।