• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

medical college
ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ମେଡିକାଲ କଲେଜ ପ୍ରକଳ୍ପ ! ସଂପୂର୍ଣ୍ଣ ଠିକା କର୍ମଚାରୀଙ୍କୁ ନେଇ ଚାଲିଛି ଡାକ୍ତରୀ ପାଠପଢା

କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ ।

teacher remarries on school premises
ରସିକିଆ ହେଡ୍‌ ସାର୍‌ : ସ୍କୁଲରେ ବାହା ହେଲେ...ଫଟୋ ଛାଡିଲେ

ଭାରି ରସିକିଆ ହେଡ୍‌ ସାର୍‌। ୧୨ ବର୍ଷର ଝିଅ ଥାଉଥାଉ ପୁଣି ଆଉ ଜଣଙ୍କୁ କଲେ ବିବାହ। ସ୍କୁଲରେ ହେଲା ଭୋଜିଭାତର ଆସର। ବରଣମାଳର ଫଟୋ ଏବେ ଭାଇରାଲ

Koraput King
ଦାନ ପାଲଟିଲା ଅଭିଶାପ : ମୌଳିକ ସୁବିଧା ପାଇବାକୁ ହେଲେ ଚାଲ ୪୦ କିଲୋମିଟର ବାଟ

ଦାଦନଠାରୁ ବଳିଗଲାଣି ମୌଳିକ ସୁବିଧା ପାଇବାର ଦୁଃଖ। ଏମିତି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି ଲୋକ ଯାହାକୁ ନଦେଖିଲେ ବିଶ୍ୱାସ ହେବନି। ଜୟପୁରର ମହାରାଜା ମାମୁଁ ହୋଇ ସେହି ସମୟରେ କାଶୀପୁର ରାଜାଙ୍କୁ ଦାନ ଆକାରରେ ଗମ୍ଭାରୀଗୁଡା ଗାଁକୁ ଦାନ କରିଥିଲେ। ମହାରାଜ ଯେବେ କାଶୀପୁର ଯାଉଥିଲେ ସେବେ ଦାନ ଗାଁରେ ବିଶ୍ରାମ ପାଇଁ ରହୁଥିଲେ। ହେଲେ ଦିନ ବଦଳିଛି କିନ୍ତୁ ଏଇ ଗାଁ ଲୋକଙ୍କ ଦୁର୍ଦ୍ଦଶା କମିବାର ନା ନେଉନି।

  • Thursday, 16 February 2023
accident Patnagarh
ପିଲାଟି ଦିନରୁ ସାଙ୍ଗ ଥିଲେ...ଦୁର୍ଘଟଣାରେ ସାଙ୍ଗ ହୋଇ ଚାଲିଗଲେ

ରାସ୍ତାରେ ଛକିଥିଲା ଯମ। ପିଲାଟି ଦିନରୁ ଗୋଟିଏ ସ୍କୁଲରେ ପଢିଛନ୍ତି, ଗୋଟିଏ ଥାଳିରେ ଭାତ ବି ଖାଇଛନ୍ତି। ଏକା ସାଙ୍ଗରେ ସରକାରୀ ଚାକିରି ବି କଲେ। ବାହାଘରକୁ ଯାଉଯାଉ ଅଧା ରାସ୍ତାରେ ଚାପି ଦେଲା ବସ୍‌। ଏବେ ସାଙ୍ଗ ହୋଇ ଚାଲିଗଲେ ଏଇ ଦୁଇ ସାଙ୍ଗ

PMAY
ବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଡିଗଲା...ଘର ଖଣ୍ଡିଏ ମିଳିଲା ନାହିଁ

ଅନ୍ଧାର ଘର ଭିତରେ ଦିକିଦିକି ହୋଇ ଚୁଲି ଜଳୁଛି, ତାୱାରେ ପୁଣି ଖାଇବା ପାଇଁ ତିଅଣ ଭଜା ଚାଲିଛି । କୋଳରେ ଛୋଟ ଛୁଆକୁ ଥଧରି ସବୁ କାମ କରୁଛି ମାଆ । ଘରର ଅବସ୍ଥା ଦେଖିଲେ ଭିତରକୁ ପଶିବାକୁ ଡର ଲାଗିବ, କିନ୍ତୁ ଏମିତି ଘରେ ୨୪ ଘଂଟା ରହୁଛି ପୂରା ପରିବାର। ଖଣ୍ଡେ ଘର ପାଇଁ ପ୍ରଶାସନ ପାଖକୁ ଦଉଡି ଦଉଡି ଗୋଡରୁ ଚପଲ ଛିଣ୍ଡିଗଲାଣି ହେଲେ ଘର ଖଣ୍ଡିଏ କପାଳକୁ ଜୁଟିଲା ନାହିଁ।

  • Thursday, 16 February 2023
  • PMAY
3 Death One Family
ବିଧାତାର ବିଚିତ୍ର ବିଧାନ: ଗୋଟିଏ ଜୁଇରେ ଜଳିଲେ ବାପା-ମାଆ-ଝିଅ

ପ୍ରଥମେ ସ୍ତ୍ରୀ, ପରେ ୨ ବର୍ଷର ନିଷ୍ପାପ କୁନି ଝିଅ ଆଉ ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ ସ୍ୱାମୀ। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା। ଚାହୁଁଚାହୁଁ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା। କାହିଁକି ଏମିତି ନିଷ୍ପତ୍ତି ନେଲେ ଗାଁର ଲିଙ୍ଗରାଜ ସେନେଇ କାହା ପାଖରେ କିଛି ଉତ୍ତର ବି ନାହିଁ।

News Fuse
ଶ୍ରାଦ୍ଧ ଦିବସ ନା ଖଣ୍ଡଗିରି ଅପେରା?

ଇଏ ପୂରା ଡିଫରେଂଟ୍‌...ଶ୍ରାଦ୍ଧ । ଦିବସରେ ଛାତିଥରା ନୃତ୍ୟ। ପୁଣି ଗୀତ ବାଜୁଛି ବାହା ହେବି ହେବି ସେହି ଝିଅକୁ ଭାଇନା ରାଜି କରିଦିଅ ମୋ ବୋଉକୁ। ନାରଣ ତୁ ଆଖି ବୁଜି ଦେ’

Dangerous virus than coronavirus spreading rapidly
ବ୍ୟାପୁଛି କରୋନା ଠାରୁ ଭୟଙ୍କର ଭାଇରସ୍‌; ପଡୁଛି ରକ୍ତ, ଚାଲିଯାଉଛି ଜୀବନ

ବିଶ୍ୱ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନଥିବା ବେଳେ ପୁଣି ବ୍ୟାପିଲାଣି ନୂଆ ଭାଇରସ୍। ଏହା କରୋନା ଠାରୁ ଆହୁରି ବିପଦପୂର୍ଣ୍ଣ ବୋଲି WHO କହିଛି। ଝାଡାରେ ରକ୍ତ ପଡୁଛି ଆଉ ଚାଲିଯାଉଛି ଜୀବନ।

Alcohlic man set fire to his house, and the whole village burnt
ମଦ ନିଶାରେ ନିଜ ଘରେ ନିଆଁ ଲଗାଇଦେଲା, ପୋଡ଼ିଗଲା ସାରା ଗାଁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥର ଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ବଖରା ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜାଣିଲେ ଆପଣ ତାଜୁବ ହେବେ।

Commissionerate Released A Seven-Point Fitness Guidelines For Police Personnel Posted
ପୋଲିସକୁ ଘାରିଲାଣି ଫିଟନେସ୍ ଚିନ୍ତା; ପେଟ ବାହାରିଲେ ସିଧା ବିଦା

କର୍ମଚାରୀଙ୍କ ଓଜନକୁ ନେଇ ଦିଆଯିବ ଟାର୍ଗେଟ

Kendrapada
“ଶୁଣ ଶାଶୂଘର ଲୋକ...ମୋ ସିନ୍ଦୂର ପୋଛ, ମତେ ବିଧବା କର”

ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ୱାମୀ ନିଜ ଘରେ ଅର୍ଥାତ୍‌ ଶାଶୂଘରେ ରହୁଥିଲେ। କିନ୍ତୁ ୯ ଦିନ ହେବ ଶୁଭଶ୍ରୀଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବି ଶାଶୂଘର ଲୋକ ତାଙ୍କୁ ଖବର ଦେଇନଥିଲେ। ହେଲେ କୌଣସି ଉପାୟରେ ଶୁଭଶ୍ରୀ ଖବର ପାଇବା ପରେ ଶାଶୂଘରେ ପହଞ୍ଚିବା ପରେ ମତେ ବିଧବା କର, ମୋ ସ୍ୱାମୀଙ୍କ ଶୁଦ୍ଧକ୍ରିୟାରେ ସାମିଲ କର ବୋଲି ଜିଦ୍‌ କରିଥିଲେ

Orphaned girl
“ଭାଇ ବ୍ୟସ୍ତ ହୁଅନି...ମୁଁ ଅଛି, ତୁ ନିଶ୍ଚୟ ଭଲ ହେବୁ”

ବାପା-ମାଆ ଚାଲିଯିବା ପରେ ଅନାଥ ପିଲାଙ୍କ ମୁହଁରେ ଆହାର ଦେଉଛି ଲକ୍ଷ୍ମୀ। ନିଜ ଆଖିରେ ଅନେକ ସ୍ୱପ୍ନ ଥିଲେ ବି...ଭାଇଭଉଣୀଙ୍କୁ ମାଆ ପରି ପାଳୁଛି। ସରକାର ସାହାଯ୍ୟ କଲେ ନିଜେ ପାଠ ପଢିବାକୁ ଦେଖୁଛି ସୁନେଲୀ ସ୍ୱପ୍ନ

News Fuse
ବହୁଦିନ ପରେ ଦେଖା ଦେଲେ କ୍ୟାପଟେନ୍‌

ଖେଳ ଆରମ୍ଭ ହେଉ କି ନହେଉ...ରୋଲ୍‌ ଆରମ୍ଭ କରିଦେଲେ ଅରୁଣ ଭାଇ। ମୋ ବୋଉଲୋ...ଏମାନେ ପୂରା ଫର୍ମ୍‌ରେ। ହେଲେ ଏମ୍‌ପିଙ୍କୁ ଏମଏଲଏଙ୍କ ଟି-ସାର୍ଟ କିଏ ପିନ୍ଧାଇଦେଲା?

3 love story
ଅନନ୍ୟ ୩ ପ୍ରେମ କାହାଣୀ; ଦେଖନ୍ତୁ ଭାଲେଣ୍ଟାଇନ୍‌ ସ୍ପେଶାଲ୍‌

ଅଢ଼େଇ ଅକ୍ଷର ‘ପ୍ରେମ’ ବାନ୍ଧି ରଖିଛି ସମ୍ପର୍କ

3 love story
ପ୍ରେମ ଆଗରେ ହାର୍‌ ମାନିଛି ଅକ୍ଷମତା, ଦେଖନ୍ତୁ ୩ ନୂଆ ପ୍ରେମ କାହାଣୀ,

ଅଢ଼େଇ ଅକ୍ଷରର ‘ପ୍ରେମ’ ବାନ୍ଧି ରଖିଛି ସମ୍ପର୍କ

News Fuse
ନେତା ଚୌକିରେ ମହାପ୍ରଭୁ ତଳେ

ଏଠି ଷଣ୍ଢ ଡାଲି କାଇ ଗଲାଣି ସେପଟେ ମଞ୍ଚ ଉପରେ ପ୍ରବଳ ନେତା । ଦୀପ ବି ଜଳୁନି ଭଲରେ । ନେତାଙ୍କ ସଭା ପାଇଁ ପିଲାଙ୍କ ପରୀକ୍ଷାବି ଗଲା

Pulwama terror attack
ପୁଲୱାମା ଘଟଣାକୁ ପୂରିଲା ୪ ବର୍ଷ : ସେଦିନ ରକ୍ତରେ ଲାଲ୍‌ ହୋଇଥିଲା ଭାରତ

ପ୍ରେମ ଦିବସରେ ଗୋଲାପ ନୁହେଁ ରକ୍ତରେ ଲାଲ ହୋଇଥିଲା ଭାରତ। ଘଟଣାକୁ ୪ ବର୍ଷ ପୂରିଲାଣି..ସେଦିନ ଭୟଙ୍କର ଦୃଶ୍ୟ କଥା ମନେ ପଡିଲେ ଆଜି ବି ଥରିଯାଏ ଛାତି

Saheed
ପୁଲୱାମା ଘଟଣାକୁ ୪ ବର୍ଷ ବିତିଲା : ଏବେ ବି ଶହୀଦଙ୍କୁ ମିଳିପାରିଲାନି ସମ୍ମାନ

ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍‌ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା

MadhuBabu
ସରକାର ନଦେଖିଲେ ସବୁ ଧ୍ୱଂସ ହୋଇଯିବ !

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ସ୍ଥାନୀୟ ଅଂଚଳର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥା ମନେପକାଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବି ଅଛି

Sarathi Baba
ଅନୁଗାମୀଙ୍କ ଜରିଆରେ ପୁଣି ପୂର୍ବ ମୁଦ୍ରାକୁ ଫେରୁଛନ୍ତି କି ସାରଥୀ ?

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ନୂଆଗାଁ ଶାସନରେ ଘଣ୍ଟ, ହୁଳହୁଳି ସାଙ୍ଗକୁ ବାଜୁଛି ଝାଞ୍ଜ ମୃଦଙ୍ଗ । କମ୍ପୁଛି ପୂରା ପରିବେଶ । ଭକ୍ତି ରସରେ ମତୁଆଲା ଭକ୍ତ । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା ସାରଥୀଙ୍କ ପ୍ରବଚନ କାର୍ଯ୍ୟକ୍ରମରେ । ଏହା ସ୍ପଷ୍ଟ କରୁଛି ଯେ ପୁଣି ମାତିଲେଣି ସାରଥୀଙ୍କ ଅନୁଗାମୀ । ଖାଲି ସେତିକି ନୁହେଁ, ଅନୁଗାମୀମାନେ ସାରଥୀଙ୍କୁ କଳିଯୁଗର ଚଳନ୍ତି ଠାକୁର କହି ପୂଜୁଛନ୍ତି । ଜୟଜୟକାର ଗାନ କରୁଛନ୍ତି । ସିଂହାସନରେ ସାରଥୀଙ୍କ ଫଟୋ ରଖି ଧୂପ ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

  • Monday, 13 February 2023
  • Odisha
Doctor quits job to become body-builder
ନିଶା ଆଗରେ ହାର୍ ମାନିଛି ପେଶା

ଅଖ୍ୟାତ ପଲ୍ଲୀରୁ ଜାତୀୟ ସ୍ତରର ବଡି ବିଲ୍ଡର। ନିଶା ପାଇଁ ପେଶା ମଧ୍ୟ ଛାଡି ଦେଲେ। ଆଉ ଶେଷରେ ସେଇ ନିଶା ଆଜି ତାଙ୍କୁ ଦେଇଛି ଅନନ୍ୟ ପରିଚୟ...

Hand pump turns into death machine
ଗୋଟିଏ ପରେ ଗୋଟିଏ ମୁଣ୍ଡ ଯାଉଛି.. ଗାଁ ହୋଇଗଲାଣି ପୁରୁଷଶୂନ୍ୟ

ଏଇଠି ପ୍ରତି ପରିବାରରୁ ଯାଇଛି ମୁଣ୍ଡ.. ମାଆ ପୁଅକୁ, ସ୍ତ୍ରୀ ସ୍ୱାମୀକୁ, ଝିଅ ବାପାକୁ ହରାଇଛି.. ପୁରୁଷଶୂନ୍ୟ ହୋଇପଡ଼ିଛି ପୁରା ଗାଁ..

Lawyer dies after his hidden gun goes off during MRI scan
ସେପଟେ ଚାଲିଥିଲା ମା’ର ଚିକିତ୍ସା, ଏପଟେ ଚାଲିଗଲା ପୁଅର ଜୀବନ

ହସ୍ପିଟାଲର ସ୍କାନିଂ ରୁମ୍‌ରେ ଫୁଟିଲା ଗୁଳି; ଚାଲିଗଲା ଓକିଲଙ୍କ ଜୀବନ

News Fuse
ହଇରେ ନାରଣ.. ରାଜଧାନୀର ଉଦ୍ୟାନ ଫ୍ରେସ ଟିକେ ଦେଖ..

ବୋଉ ଲୋ.. ଅସନା ମସନା ହେଇ କେମିତି ସବୁ ପଡ଼ିଛି..ଏମିତି ଉଦ୍ୟାନ ଫ୍ରେସ୍ ଦେଖିଲେ ମଣିଷ ପୂରା ଡିପ୍ରେସନକୁ ପଳେଇବ.. ନାରଣ ଦେଖି ଛାନିଆ..

People do not wear clothes in this village
ଏମିତି ଗାଁ ଯେଉଁଠି ଲୋକେ କିଛି ପିନ୍ଧନ୍ତି ନାହିଁ; ପର୍ଯ୍ୟଟକଙ୍କ ପାଇଁ ବି ଲାଗୁ

ଏମିତି କିଛି କିଛି ଜାଗା ଅଛି ଯାହାର ପ୍ରଥା ଓ ପରମ୍ପରା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଯେମିତି କି କେଉଁ ଜାଗାର ଖାଦ୍ୟ ଅଜବ ହୋଇଥାଏ ତ ପୁଣି କେଉଁ ଜାଗାର ପୋଷାକ ଆଶ୍ଚର୍ଯ୍ୟ କରିଥାଏ। ଏମିତି ବି ଏକ ଗାଁ ଅଛି ଯେଉଁଠି ଲୋକେ କିଛି ବି ପିନ୍ଧନ୍ତି ନାହିଁ।