ସବୁ ପୋଲିସ ବାବୁଙ୍କୁ ଚାକିରି ଚିନ୍ତା। ଫିଟ୍ ନିର୍ଦ୍ଦେଶନାମା ଆସୁ ଆସୁ ସକାଳୁ ସକାଳୁ ପଡିଆରେ ଦଣ୍ଡ-ବୈଠକ ମାରୁଛନ୍ତି ଖାକି ବାବୁ। ୧୫ ଦିନକୁ ଥରେ ଓଜନ ହେବାକୁ ନେଇ ଚିନ୍ତା ଅଫିସରଠୁ କର୍ମଚାରୀ
Published: Rajalaxmi Sahoo
Last updated: 17 February 2023, 02:04 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।