Advertisment

“ଭାଇ ବ୍ୟସ୍ତ ହୁଅନି...ମୁଁ ଅଛି, ତୁ ନିଶ୍ଚୟ ଭଲ ହେବୁ”

ବାପା-ମାଆ ଚାଲିଯିବା ପରେ ଅନାଥ ପିଲାଙ୍କ ମୁହଁରେ ଆହାର ଦେଉଛି ଲକ୍ଷ୍ମୀ। ନିଜ ଆଖିରେ ଅନେକ ସ୍ୱପ୍ନ ଥିଲେ ବି...ଭାଇଭଉଣୀଙ୍କୁ ମାଆ ପରି ପାଳୁଛି। ସରକାର ସାହାଯ୍ୟ କଲେ ନିଜେ ପାଠ ପଢିବାକୁ ଦେଖୁଛି ସୁନେଲୀ ସ୍ୱପ୍ନ

author-image
Pallipuspa Samal