ଫସଲ ମରି ମରି ଯାଉଛି, ଉଠା ଜଳସେଚନ ପଏଣ୍ଟ କାମ କରୁନି.. ମିଟର ବୋର୍ଡରେ ତାର ଲମ୍ବିଛି, ଗଭୀର ନଳକୂପରେ ମୋଟରକୁ ବି ତାର ଯାଇଛି, କିନ୍ତୁ ମୋଟର ଘୁରୁନି.. ମନଇଚ୍ଛା ଏକ ବିଦ୍ୟୁତ ବିଲ୍ ଧରାଇ ବିଦ୍ୟୁଦ ସଂଯୋଗକୁ ବିଛିନ୍ନ କରିଦେଇଛି ବିଦ୍ୟୁତ୍ ବିଭାଗ..
ଅସନା ପାଣିକୁ ତୁଣ୍ଡରେ ମାରି ତୃଷ୍ଣା ମେଣ୍ଟାଉଛନ୍ତି.. ମନ ବୁଝାଇବାକୁ ଯାହା ହାଣ୍ଡି ଗରାରେ ଗାମୁଛା ପକାଇ ପାଣି ଛାଣି ନେଉଛନ୍ତି ମହିଳାମାନେ..ସତରେ କଣ କପଡ଼ାରେ ଛାଣି ନେଇ ଏ ପାଣି ବିଶୁଦ୍ଧ ହୋଇଯିବ ! ବିଡ଼ମ୍ବନା ଅସନା ପାଣିକୁ ପାଇବା ଲାଗି ବାଡ଼ିଆପିଟା ଲାଗିଯାନ୍ତି ମହିଳାମାନେ.. ହାୟ ! ବିକଶିତ ଓଡ଼ିଶାର ଏ ବିକଳ ଚିତ୍ର ସତରେ ଭାରି ଚିନ୍ତାଜନକ..
ଇଏ ରିଲ୍ ନୁହେଁ, ରିୟଲ ଲଭଷ୍ଟୋରୀ । ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ କଲେ ପ୍ରେମିକା । ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ପଡ଼ିଲା ହାତଗଣ୍ଠି ।
ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ । ବିବାହ ପାଇଁ ଜିଦ୍ ଧରି ସଫଳ ହେଲେ ପ୍ରେମିକା ।
ରାସ୍ତାର ଗୋଟିଏ ପାର୍ଶ୍ୱରେ ୬୦ ଏକରର ଜଙ୍ଗଲ ଥିବା ବେଳେ ଅନ୍ୟ ପାର୍ଶ୍ବରେ ୩୦ ଏକରର ଜଙ୍ଗଲ ରହିଛି।
ନାଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ । ବ୍ରେକର୍ ଓ ଭାଇବ୍ରେଟର୍ ଲଗାଇ ରାତିଦିନ ପଥର କଟା ଚାଲିଥିବାରୁ କାହା ବାସଘରେ ଫାଟ ହେଲାଣି ତ କାହାର କୂଅ, ନଳକୂଅ ଶୁଖିବାକୁ ବସିଲାଣି ।
କେଉଁ ତଥ୍ୟ ଆଧାରରେ ହେବ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି । ୧୯୭୮ ମସିହାର ତାଲିକାକୁ ଗୁରୁତ୍ୱ ଦିଆଯିବ ନା ପୁରୁଣା ତଥ୍ୟ ଉଖାରିବେ ରାଜ୍ୟ ସରକାର ଗଢ଼ିଥିବା ତଦାରଖ କମିଟି । ତେଣେ ବରିଷ୍ଠ ସେବକଙ୍କ ଦାବି କମିଟିରେ ଦେଉଳକରଣ ଓ ତଢଉ କରଣଙ୍କୁ ବି ସାମିଲ କରାଯାଉ । ଆଉ ଏସବୁ ଭିତରେ ଶ୍ରୀମନ୍ଦିର ଗର୍ଭଗୃହ ତଳେ ଆହୁରି ୨ଟି ରତ୍ନଭଣ୍ଡାର ଥିବା ଓ ଏହାକୁ ଶ୍ରୀମନ୍ଦିର ଗବେଷକ ବି ସମର୍ଥନ କରିବା, ସମସ୍ତଙ୍କୁ ଚମକାଇ ଦେଇଛି ।
ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ ।
ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି ।
ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସି।
ପରୀକ୍ଷଣ ନେଇ ଡିଆର୍ ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। DRDO ବୈଜ୍ଞାନିକଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କ୍ଷୋଭର ସହ କହୁଛନ୍ତି ଚାଷୀ । ଜଳକର ନେଉଛନ୍ତି ସରକାର । ହେଲେ କେନାଲକୁ ପାଣି ଛାଡ଼ୁନାହାନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ହରିଠା ଓ କଦନା ଗାଁରୁ ।
ଅଙ୍ଗନବାଡ଼ି କେନ୍ଦ୍ର ଉନ୍ନତୀକରଣରେ ଅର୍ଥ ତୋଷାରପାତ । ମୁକ୍ତା ଯୋଜନାରେ ଆସିଥିବା ଅନୁଦାନ ହରିଲୁଟ୍ । ପୁରୁଣା ଘରେ ଟାଇଲ୍ ପକାଇ ଟଙ୍କା ଲୁଟିଥିବା ଅଭିଯୋଗ
ଗୋଟିଏ ପରିବାର, ହେଲେ ୩ଜଣ ଦିବ୍ୟାଙ୍ଗ । ମଣ୍ଡ ଗୁଞ୍ଚିବାକୁ ନଥିଲା ଘର । PMAY ଯୋଜନାରେ ଦିବ୍ୟାଙ୍ଗ ପରିବାରକୁ ସରକାର ଦେଲେ ଆବାସ । ଏଣେତେଣେ ହାତପାତି ଘର କଲେ ଦିବ୍ୟାଙ୍କ । ହେଲେ ପ୍ରଶାସନ ଅବହେଳା ଯୋଗୁଁ ପରିବାର ପାଖରେ ପହଞ୍ଚି ପାରିଲାନି ଟଙ୍କା ।
ସ୍ୱାମୀର ଫଟୋ ଦେଖି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । କୁନି ଝିଅର ଆଖିରୁ ବି ଶୁଖୁନି ଲୁହ । ଗରିବ ଅଭାବୀ ପରିବାର ବୋଲି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ହେଲେ ଆଉ ଫେରିଲାନି । ଏମିତି କି ପୁଅର ଶବ ଦେଖିପାରିଲେନି ବୁଢ଼ା ବାପା । ପୂରା ଦୁଃଖରେ ଭାଙ୍ଗିପଡ଼ିଲା ପରିବାର ।
ମମତା ଘରଟି ତିଆରିର ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି । ଫଳରେ ଅଙ୍ଗନୱାଡି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି ।
ତପ୍ତପାଣି ଘାଟି ରାସ୍ତା ଦେଇ ଗଜପତି, ରାୟଗଡା, କୋରାପୁଟ, ଜୟପୁର ସହ ଗଞ୍ଜାମକୁ ପ୍ରତ୍ୟକ ଦିନ ଯାତାୟାତ କରିଥାଏ ଶହ ଶହ ବସ୍ ଓ ଟ୍ରକ୍ । ଏଇ ବାଟ ଦେଇ ଯାଉଥିବା ଯାତ୍ରୀ ସବୁବେଳେ ସୁରକ୍ଷିତ ଭାବେ ଘାଟିପାର ହେବା ପାଇଁ କରନ୍ତି ଇଷ୍ଟ ସ୍ମରଣ ।
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଧିନରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜାମଟୋଲୀ ଗ୍ରାମ । ଏ ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି, କିନ୍ତୁ ଦେଖନ୍ତୁ ଗାଁର ରାସ୍ତା । ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ରାସ୍ତାର ଶେଷ ମୁଣ୍ଡକୁ ନେଲେ ମିଳେ ଆମ୍ୱୁଲାନ୍ସ ।
୩୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ । ଆଉ ଲକ୍ଷ୍ୟ ଥିଲା ବାଲେଶ୍ଵରବାସୀଙ୍କ ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ ସବୁକିଛି ଏବେ ଅଧାରେ ରହିଛି ।
ପ୍ରଥମ ଥର ପାଇଁ ଏତେ ପରିମାଣର ଅଫିମ ଚାଷ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପ୍ରାୟ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଛି।
ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ।
ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ଯାହାକୁ ଦେଖିବେ ତାର ଛବିକୁ ଅବିକଳ ଉତାରି ଦିଅନ୍ତି କାନଭାସରେ । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି, ତାହା ପୁଣି ଏକାସଙ୍ଗେ ଦୁଇ ଦୁଇଟି ଅଲଗା ଅଲଗା ଚିତ୍ର । ଆପଣ ଭାବୁଥିବେ ଏହା କେମିତି ସମ୍ଭବ । ତେବେ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ସୁବର୍ଣ୍ଣପୁରର ଜଣେ ଯୁବ ଚିତ୍ରଶିଳ୍ପୀ ।
ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତାସତ୍ତ୍ବେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ। ଏବେ ବି ରାଜଧାନୀ ରାଜରାସ୍ତାରେ ଖରା-କାକରରେ ଚାଲିଛି ଆନ୍ଦୋଳନ।
IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW । ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଗିରଫ ।
ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି ?