• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mining Scam Odisha

Illegal mining
Sundargarh Mining Scam: ଖୋଲିବ ସୁନ୍ଦରଗଡ଼ ଖଣି ଦୁର୍ନୀତିର ଗୁମର; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଖଣି ଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଇ‍‍ବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Sand Mining
Sand Mining Operations: ବଢ଼ିଲା ବାଲି ମାଫିଆଙ୍କ ହୃଦ୍‌କମ୍ପ,ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ଜଗିବ ବାଲି ଖାଦାନ

ସରକାରଙ୍କ ନୂଆ ଏସ୍ଓପିରେ ବାଲି ଖାଦାନକୁ ନେଇ ଆସିଛି କଡ଼ା ନିୟମ । ବାଲି ଚୋରା ଚାଲାଣ ରୋକିବ ନୂଆ ସରକାରଙ୍କ ନୂଆ ଏସ୍ଓପି । ବାଲି ଖାଦାନରେ ଲାଗିବ ସିସିଟିଭି । ବ୍ଲକ୍ ହାତରେ ରହିବ ବାଲି ଘାଟ ଦାୟିତ୍ୱ । ଚୋରି ଜଗିବେ ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ ।

Raja Chakra
Raja Chakra: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ରାଜା ଚକ୍ର ହୋଇଥିଲେ ପାୱାରଫୁଲ୍ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲା ତନାଘନା ମଧ୍ୟରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ମମତା ମହାନ୍ତ । ପଢନ୍ତୁ ପୂରା ଖବର

Mining Scam
ଟଣା ହେବେ BJDର ୫ ନେତା

ରାଜା ଚକ୍ରଙ୍କ ସହ ୪ ରୁ ୫ ବିଜେଡି ନେତାଙ୍କ ରହିଛି ଲିଙ୍କ । ମାଇନିଂ ଆଳରେ ରାଜାଙ୍କ ସହ ଏହି ନେତାମାନେ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ।

Mining Scam
ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି।

Mining Scam
ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼

ମୁଖ୍ୟମନ୍ତ୍ରୀଙ୍କ ନଜରରେ କିଏ ସେହି ଦୁର୍ନୀତିଖୋର ? ରାଜ୍ୟରେ ଖଣି ଦୁର୍ନୀତି ପଛରେ କିଏ ? କିଏ ଲୁଟିଛି ଡିଏମଏଫ ? କେଉଁ ଅଣଓଡିଆ ଖଣି ମାଫିଆ ଲୁଟୁଛନ୍ତି ଓଡିଶାକୁ? ସବୁର ତଦନ୍ତ କରି ଝାରପଡା ଜେଲ୍ ପଠାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

Mining
ଖଣି ଖନନରେ କମ୍ପୁଛି ଗଗନ, ଭାଙ୍ଗୁଛି ଘରଦ୍ୱାର; ଗୁହାରୀ ପରେ ବି ଶୁଣୁ ନାହାଁନ୍ତି ସରକାର

ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ ।

odisha assembly
ବିରୋଧୀଙ୍କ ହଙ୍ଗାମା, ଗୃହ ଅଚଳ

କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା  । ଏ ନେଇ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ।