ହୋମିଓ ପାଥିର ଆବଶ୍ୟକତା ଏବେବି ରହିଛି । ଅନେକ ଜଣ ତା ଉପରେ ଭରଷା ମଧ୍ୟ କରୁଛନ୍ତି । ହେଲେ କୋରାପୁଟରେ ଅନ୍ଧାର ଭିତରେକୁ ଠେଲି ହୋଇଯାଇଛି ହୋମିଓପାଥିର ଭବିଷ୍ୟତ
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ।
ମହୁଚାଷ କରନ୍ତୁ ଲାଭବାନ୍ ହୁଅନ୍ତୁ । ସୁବିଧାରେ ମିଳୁଛି ମହୁ ମାଛି ସହ ମହୁ ବାକ୍ସ । ଏ ମହିଳା ଯେପରି କରିଛନ୍ତି ମହୁଚାଷ ଓ ମହୁମାଛି ବାକ୍ସ ତିଆରି କରି ବିକ୍ରି କରୁଛନ୍ତି । ଯେ କେହି ଦେଖୁଛି ବାହା ବାହା କରୁଛି ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର।
ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।
ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଭଣ୍ଡାର ଗାଁ ଗୁଜା ପର୍ବତ ନିକଟରେ ଅବସ୍ଥାନ କରିଛନ୍ତି ମାଆ କର୍ଲାପାଟ । ବିଶ୍ୱାସ ରହିଛି ଦେବୀ ମାଆ କର୍ଲାପାଟଙ୍କ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ...
ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।
ଅଲୌକିକ ଘଟଣା : ୫୦ ବର୍ଷ ହେଲାଣି ଚୁଲି ଜଲୁଛି ହେଲେ ପାଉଁଶ ବାହାରୁନି । ମନ୍ଦିରରେ ପ୍ରସାଦ ସେବନ କରି ବ୍ରତ ପାଳନ କରୁଛନ୍ତି ଶହଶହ ଲୋକ
ବନ୍ଧୁ ହେବ ତ ଏମିତି । ପରିଣତ ବୟସରେ ପର କରିଦେଲା ପରିବାର । କୋଳେଇ ନେଲେ ସାଙ୍ଗ...ଅଧ ରାତିରେ ଟ୍ରଲିରେ ବୋହିଲେ, ମେଡିକାଲରେ ପହଞ୍ଚାଇଲେ । ଲୋକେ କହିଲେ ଏମାନଙ୍କ ବନ୍ଧୁତା କୃଷ୍ଣ-ସୁଦାମଙ୍କ ପରି
ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।
ମୃତଦେହ ଅଦଳବଦଳ। ଅଜାଣତରେ ନିଜ ଲୋକର ଭାବି ଦାହ ସଂସ୍କାର କରିଦେଲେ ଅନ୍ୟ ଏକ ମୃତଦେହ।
ଲୋକମାନଙ୍କୁ ନକଲି ନୋଟ୍ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।
ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ତାଙ୍କର ପ୍ରତିଟି କଥା ଅନ୍ୟକୁ ପ୍ରେରଣା ଦେଇଥାଏ।
ମୋ ନାଁରେ ବହୁତ ମିଥ୍ୟା ଅପପ୍ରଚାର କରାଯାଇଥିଲା, ସେସବୁ ଭିତ୍ତିହୀନ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିନି ।
ଦେହ ଭିନ୍ନକ୍ଷମ, ମନ ସକ୍ଷମ..ପୋଲି ଓ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବେ ଭଦ୍ରକର ମଧୁସ୍ମିତା..
ଆମେରିକା ସେନା ଓ ନାଟୋ ସଂଗଠନରେ ୨୦ ବର୍ଷ କାମ କରି ଗାଁକୁ ଫେରିଲେ କେନ୍ଦ୍ରାପଡ଼ାର ରଶ୍ମୀକାନ୍ତ ବେହେରା । ବଖାଣିଲେ ଆଖି ସାମ୍ନାରେ ଦେଖିଥିବା ଯୁଦ୍ଧର ଛାତିଥର କାହାଣୀ..
ଭୟରେ ଗାଁ ଛାଡୁଛନ୍ତି ଲୋକେ । ଖାଲି ହୋଇଯାଉଛି ମାଆକୋଳ..ବିବାହର କିଛିମାସ ମଧ୍ୟରେ ସ୍ତ୍ରୀ ମଥାରୁ ଲିଭିଯାଉଛି ସିନ୍ଦୁର । ପିଣ୍ଡଦାନ କରିବାକୁ ବଂଶରୁ ବଞ୍ଚୁନାହାନ୍ତି କେହି
ଆମେ ଆମର ଚାକିରି କରିଛୁ ତମେ କାଇଁ ଆସି ପଚାରୁଛ କହିଲେଣି ଦିଦି...ଏବେ ଦୁନିଆଟା ଡୁପ୍ଲିକେଟ୍ ।
ଆଜିକାଲି ବିବାହ ପାଇଁ ଗୋଟିଏ ଝିଅ ମିଳୁ ନଥିବା ବେଳେ ଜଣେ ବ୍ୟକ୍ତି ୧୦୦ରୁ ଅଧିକ ବିବାହ କରି ରେକର୍ଡ କରିଛନ୍ତି। ମାତ୍ର ୩୨ ବର୍ଷ ବୟସରେ ସେ ୧୪ଟି ଦେଶରେ ଜ୍ୱାଇଁ ହୋଇଥିଲେ। ଜାଣନ୍ତୁ ତାଙ୍କ ଟ୍ରିକ୍ସ…
ଅସାଢୁପଡ଼ାର ଅନେକ ଲୋକ ଏବେ ଏହି ରୋଗ କବଳରେ । ଫୁଲା ଫୁଲା ମୁହଁ, ରୋଗୀଣା ଚେହେରା । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହେବା ପରେ ଏବେ ଚାଲିଛି ଚିକିତ୍ସା ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା, ବାଧକ ସାଜିଛି ଅର୍ଥ।
ରତ୍ନ ଭଣ୍ଡାରକୁ କିଏ କଣ ସହଜରେ ଖୋଲିଦିଏ? ତୁମର ହୋଇଥିଲେ ତୁମେ କଣ ସହଜରେ ଖୋଲି ଦେବ କି?