ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଜଙ୍ଗଲୀ କେନ୍ଦୁ । କାଂଜାଘାଟି ଘାଟିର କେନ୍ଦୁ ଯିଏ ଖାଇଛି ଭୁଲିପାରିନି..
ଖରାଦିନ ଆସିଲେ ଫଳ ପାଚେ। ଆମ୍ବ, ପଣସ, ସପୁରୀ, ସପେଟା ଲିଚୁ... ଲଙ୍କାଆମ୍ବ, କେନ୍ଦୁ। ଏ ପାଚିଲା କାନ୍ଦୁ ଏଡ଼େ ସୁଆଦିଆ ଯେ, ତାକୁ ନେଇ ଗୀତ ବି ବାହାରି ଗଲା... ଚାଲନ୍ତୁ ଆଜି ଯିବା ସୁନ୍ଦରଗଡ଼... ଦେଖିବା ପାଚିଲା କେନ୍ଦୁ ହାଟ