ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ । ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।
ନିଅଣ୍ଟିଆ ବର୍ଷା, ଚାଷୀ ଚିନ୍ତାରେ । କିଭଳି ଚାଷ ବାସ କରିବେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀ ।
ବର୍ଷ ଆରମ୍ଭରୁ ଏକାବେଳେ ୮ ଲକ୍ଷ କମେଇଛନ୍ତି ଏହି ମହିଳା । ଆପଣ ଭାବୁଥିବେ ଇଏ ଏମିତି କି ବ୍ୟବସାୟ କରୁଛନ୍ତି ଯେ, ବର୍ଷ ଆରମ୍ଭରୁ ଏକାଥରକେ ୮ ଲକ୍ଷ । କଥାଟା ଜାଣିଲା ଭଳିଆ । କାରଣ ୬୩ ବର୍ଷ ବୟସରେ ଏ ମହିଳା ଜଣକ ଯଦି ୮ ଲକ୍ଷ କମେଇ ପାରୁଛନ୍ତି ତା ହେଲେ ଏଠି କିଛି ବି ଅସମ୍ଭବ ନୁହେଁ। ପରିଶ୍ରମ କଲେ ସବୁ କିଛି ସମ୍ଭବ ଦର୍ଶକବନ୍ଧୁ।
ଚିନ୍ତାରେ ଢେଙ୍କାନାଳର ଆମ୍ବ ଚାଷୀ। କାରଣ ଶହ ଶହ ଏକର ଆମ୍ବ ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ। ଅମଳ ହେବା ପୂର୍ବରୁ ଗଛରୁ ଝଡି ପଡୁଛି ସବୁ ଆମ୍ବ। ଦିନକୁ ଦିନ ଏହି ପୋକ ଆମ୍ବ ନଷ୍ଟ କରିଦେଉଥିବାବେଳେ ଆତଙ୍କିତ ହୋଇ ପଡିଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ।
ଦିନେ ଅଭାବ ଅସୁବିଧାରେ ଥିଲେ ଓ ଦାନାଗଣ୍ଡେ ପାଇଁ ସଂଘର୍ଷ କରୁଥିଲେ । ଏବେ କିନ୍ତୁ ନିୟମଗିରି ପାଦଦେଶରେ କୁଟିଆ ଜନଜାତି ମହିଳାଙ୍କ ଜୀବନ ସାଜିଛି ଷ୍ଟ୍ରବେରୀ ଚାଷ
ଶିକ୍ଷକତା କରୁଥିଲେ ଆମଦାନୀ ହୋଇ ରାଜନୀତିକୁ ଆସିଲେ । ଜିଲ୍ଲା ପରିଷଦ ହୋଇ ଅଖଣ୍ଡ କ୍ଷମତାର ଅଧିକାରୀ ହେଲେ । ପାଞ୍ଚବର୍ଷର ଅବଧି ସରିବା ପରେ ପୁଣି ସାଧାରଣ ଜୀବନକୁ ଫେରିଲେ । ଦଳରୁ ସେମିତି କିଛି ଖାସ୍ ସମ୍ମାନ କି ସହଯୋଗ ମିଳିଲାନି । ଶିକ୍ଷକତାକୁ ବି ଫେରି ପାରୁନାହାନ୍ତି । ବାଧ୍ୟ ହୋଇ ଏବେ ଚାଷ କାର୍ଯ୍ୟ କରି ପରିବାରର ଗୁଜରାଣ ମେଣ୍ଟାଉଛନ୍ତି କେନ୍ଦୁଝର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା କମଳିନୀ ପାତ୍ର...
ପ୍ରାୟ ୧୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍
ଚାଷୀଙ୍କ ପାଇଁ ଦାଉ ସାଜିଛି କାଳିମୁଖୀ ପୋକ । ନଷ୍ଟ ହେବାକୁ ବସିଛି ଏକର ଏକର ବିରି ଫସଲ । ଚାଷୀଙ୍କ ପିଛା ଛାଡୁନାହିଁ ଦୁର୍ଦ୍ଦଶା । ପ୍ରଥମେ ବର୍ଷା ଅଭାବ, ତାପରେ ଲଘୁଚାପ ବର୍ଷା ।
ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ। କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ନିନା ସିଂ। ଷ୍ଟିଭିଆ ନାମକ ସୁଗାର ଫ୍ରି ଗଛ ଚାଷ କରୁଛନ୍ତି ବାଲେଶ୍ୱରର ଉଚ୍ଚଶିକ୍ଷିତ ନିନା ସିଂ।