• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Jojanara Na Hariloot
ମାଟି ମୁଠାଏ ପଡିନି, ହେଲେ ବିଲ୍ ହୋଇଛି ୧ ଲକ୍ଷ ୩୦ ହଜାର ଟଙ୍କା

କାର୍ଯ୍ୟାଦେଶର ତଥ୍ୟ ମଧ୍ୟ ନାହିଁ । କିଛି କାମ ନକରି ଶ୍ମଶାନ କରିବା ନାଁରେ ବିଲ୍ କରିଦେଇଛନ୍ତି ସରକାରୀ ଅଧିକାରୀ

Ajit Kumar Mohanty Odia Scientist  appointed chairman of Atomic Energy Commission
ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ପୁଅକୁ ମିଳିଲା ବଡ଼ ଦାୟିତ୍ୱ

ଓଡ଼ିଆ ପୁଅକୁ ମିଳିଲା ବଡ଼ ଦାୟିତ୍ୱ। ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ମିଳିଛି।

  • Sunday, 30 April 2023
Nilgiri Sub Divisional
ବେଡ୍‌ ବଦଳରେ ବେଡ୍‌ସିଟ୍‌ରେ ବିତୁଛି ଜୀବନ

ନାହିଁ ନାହିଁରେ ଚାଲୁଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ବେଡ୍‌ ବଦଳରେ ବେଡସିଟ୍‌ରେ ଶୋଉଛନ୍ତି ରୋଗୀ

  • Sunday, 30 April 2023
Delay in construction
ଟେଣ୍ଡର ହେଲା, ଡେଡ୍‌ ଲାଇନ୍‌ ଦିଆଗଲା । ହେଲେ ବି ବ୍ରିଜ୍‌ କାମ ହେଲାନି !

ବ୍ରିଜ୍‌ ନୁହେଁ ତ ଯମଦ୍ୱାରକୁ ରାସ୍ତା । ଢଳେଇ ଫାଟି ଆଁ କଲାଣି, ରଡ୍‌ ଦେଖାଗଲାଣି । ୨୦୨୪ରେ କାମ ସରିବାର କଥା...ହେଲେ ଆଜିଯାଏଁ ଆରମ୍ଭ ହୋଇନି କାମ

 symbolic funeral
ଆଶ୍ଚର୍ଯ୍ୟ ! ବିନା ଶବରେ ଶବ ସତ୍କାର

୨୫ ବର୍ଷ ହେଲା ମାଆ ଫେରିଲାନି । ପୁଅକୁ ସ୍ୱପ୍ନ ଆସିଲା ମାଆ ଆଉ ନାହିଁ...ବାସ୍‌ ଏହାପରେ ଆରମ୍ଭ ହୋଇଗଲା ପିତୁଳାର ଶବଶୋଭାଯାତ୍ରା

mobile phone speakers on buses
ବସ୍‌ରେ ବିନା ହେଡ୍‌ଫୋନ୍‌ରେ କଥା ହେଲେ ୫ ହଜାର ଫାଇନ୍‌ !

ସାବଧାନ ! ଏଣିକି ବସ୍‌ରେ ଗଲାବେଳେ ବିନା ହେଡ୍‌ଫୋନ୍‌ରେ କଥାହେଲେ ଗଣିବେ ୫ ହଜାର ଫାଇନ୍‌ । ଖାଲି ଫାଇନ୍‌ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍‌

Complete curfew from violence-hit Sambalpur to lifted up today
ସମ୍ବଲପୁରରୁ ହଟିଲା କର୍ଫ୍ୟୁ, ହେଲେ କଟକଣା ରହିଲା...

ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳ ଯଥା- ଧନୁପାଲୀ ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା।

News Fuse
“୯ ଅଛୁ ୯୦ ଆଣିବୁ, ସରକାର କରିବୁ”

ଆମେ ୯ ଅଛୁ, ୯୦ ହେବୁ । କଂଗ୍ରେସ ଏଥର ସରକାର ନିଶ୍ଚିତ କରିବ...ହେଲେ ମୁଖ୍ୟମନ୍ତ୍ରୀ କିଏ କିରେ?

eco-warrior
ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣର ନିଶା

ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣର ନିଶା: ଇସ୍ପାତନଗରୀରେ ସବୁଜିମାର ଜୁଆର ଆଣିଛନ୍ତି ୨ ପରିଣତ ବୟସ୍କ ସବୁଜ ସୈନିକ, ଲଗାଇଲେଣି ହଜାରେରୁ ଅଧିକ ଔଷଧୀୟ ଓ ଛାୟାପ୍ରଦ

  • Saturday, 29 April 2023
IAS Ranjan Kumar Das
ରଂଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।

Sambalpur Violence
ସମ୍ବଲପୁର ହିଂସା: ଗୁଇନ୍ଦା ରିପୋର୍ଟକୁ ଅଣଦେଖା; OTV ହାତରେ ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ  

ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି।

Admin gives green signal
ମୁଖ୍ୟମନ୍ତ୍ରୀଙ୍କ ପାଇଁ...କାମ ସରିନି, ଉଦଘାଟନ ହେଲା ସ୍କୁଲ

ଇଏ କେମିତିକା ନିୟମ? କାମ ସରିନି, ଚେୟାର ଟେବୁଲ ପଡିନି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଅଧପନ୍ତରିଆ ସ୍କୁଲର ଉଦଘାଟନ ପାଇଁ ଗ୍ରୀନ ସିଗ୍ନାଲ ଦେଇଦେଲା ପ୍ରଶାସନ

Jojanara Na Hariloot
ରାସନ୍ କାର୍ଡଧାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଉଳ ହଡପ୍, ଗରିବଙ୍କ ଦୁଃଖ ବୁଝିବ କିଏ ?

ପିଡିଏସ୍ ବଣ୍ଟନରେ ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଯୋଗୁଁ ହଇରାଣ ହେଉଛନ୍ତି ବିପିଏଲ୍ ହିତାଧିକାରୀ ।

Water scarcity in Niali village having Block Office
ଯୋଜନାକୁ ଲାଜ ନାହିଁ ! ବ୍ଲକ୍‌ ଅଫିସ୍‌ ଗାଁରେ ମିଳୁନି ପାଣି

ଯୋଜନା ନାଁକୁ ମାତ୍ର । ବ୍ଲକ୍‌ ଅଫିସ୍‌ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ ।

OTV Impact: Dead Man Comes Out Alive
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଗଲା !

ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା

Tarun Pandey
‘ଏଥର କଂଗ୍ରେସକୁ ମିଳିବ ଅଧିକ ଭୋଟ୍‌’

ଏଥର କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ରହିଛି । ଭୋଟ୍‌ ନିଶ୍ଚୟ ମିଳିବ । କାହିଁକି ଦୀପାଳିଙ୍କୁ ଅନୁକମ୍ପା ଭୋଟ୍‌ ବେଶୀ ମିଳିବନି । ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

Apana Eka Nuhanti
ମାଡି ଆସିଲା ମହାବାତ୍ୟା, ବିଛଣାରେ ଶୋଇଲା ଭାଇ

ସ୍କୁଲକୁ ପାଠ ପଢିବାକୁ ଯାଇଥିଲେ, ଫେରିଥାଆନ୍ତେ ଧାଇଁ ଧାଇଁ । ହେଲେ ସେଦିନ ଏମିତି ଏକ ଘଟଣା ଘଟିଲା ଯେ ସେହିଦିନଠାରୁ ବିଛଣାରେ ଶୋଇଛି ଯେ ଶୋଇଛି...ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

Water scarcity
ଯୋଜନାକୁ ଲାଜ ନାହିଁ ! ବ୍ଲକ୍‌ ଅଫିସ୍‌ ଗାଁରେ ମିଳୁନି ପାଣି

ଯୋଜନା ନାଁକୁ ମାତ୍ର । ବ୍ଲକ୍‌ ଅଫିସ୍‌ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ

Low Pressure Area Likely To Form Around May 5
ଆସୁଛି ଲଘୁଚାପ ! ହେବ କି ବାତ୍ୟା ? ଏମିତି କହିଲେ IMD ଡିଜି...

ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Business Idea, Carrier Tips
Career Tips: ଅତି ସହଜରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସିକ ୯୦ ହଜାର ରୋଜଗାର

ଖୁବ୍‌ କମ୍‌ ନିବେଶ ଦ୍ୱାରା ଆପଣ ଏହି କାର ୱାସିଂ ବ୍ୟବସାୟ ଆରମ୍ଭ କରିପାରିବେ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ କାର୍‌ ୱାସିଂ ବ୍ୟବସାୟକୁ ପ୍ରଫେସ୍‌ନାଲ ବୋଲି ଧରିନଥାନ୍ତି । କିନ୍ତୁ ଏହି ବ୍ୟବସାୟ ଆପଣଙ୍କୁ ମାଲାମାଲ କରିଦେବାର କ୍ଷମତା ରଖୁଛି । 

Road expansion
ରାସ୍ତା ନାଁରେ ଗଛ କାଟିଦେଲେ: କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁନ୍ଥୁକୁନ୍ଥୁ

ରାସ୍ତା ପ୍ରଶସ୍ତିକରଣ ନାଁରେ ଭୟଙ୍କର ଦୁର୍ନୀତି । ୪୫୦ ବଦଳରେ କାଟିଦେଲେ ହଜାର ହଜାର ଗଛ । ବନ ବିଭାଗ କହୁଛି ପୂର୍ତ୍ତ ବିଭାଗର ଦୋଷ, ପୂର୍ତ୍ତ ବିଭାଗ କହୁଛି ସେ ବିଭାଗର ଦୋଷ

OTV Impact
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଗଲା !

ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା

Yojanara Na Hariloot | Misappropriation of PDS rice leaves beneficiaries in trouble
ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା; ଗରିବଙ୍କ ଚାଉଳ ଖାଉଛି କିଏ ?

ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଲାଗି ହନ୍ତସନ୍ତ ଖାଉଟି...ରାଜ୍ୟପାଳଙ୍କ ପାଖରେ ହେଲା ଅଭିଯୋଗ ।

Mo Bus Plying On Bypass Route Instead Of Pipili Bazaar
ନିୟମକୁ ଫୁ’ : ବାଇପାସ୍‌ରେ ପଳାଉଛି ମୋ ବସ୍‌

ନିୟମ କାନୁନ କିଛି ମାନୁନି ମୋ ବସ୍‌ । ପିପିଲି ବଜାର ଦେଇ ଯିବା ପରିବର୍ତ୍ତେ ବାଇପାସ୍‌ରେ ପଳାଉଛି ବସ୍‌ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

Passengers suffer as renovation of bus stand in Kendrapara still remains a dream
ନୂଆ କରିବେ କହି ପୁରୁଣା ଭାଙ୍ଗିଦେଲେ, ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା...

ନବୀକରଣ ନାଁରେ ଭାଙ୍ଗି ଦେଲେ ପୁରୁଣା ବସ୍‌ଷ୍ଟାଣ୍ଡ। ହେଲେ ଏଯାଏ ନୂଆ ବସ୍‌ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରୁନି। ଡହ ଡହ ଖରାରେ ହନ୍ତସନ୍ତ ଯାତ୍ରୀ। ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା ଟିକେ ଅଛି। ପୁରୁଣା ବସ୍‌ଷ୍ଟାଣ୍ଡ ଭାଙ୍ଗିବା ପରେ କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

  • Saturday, 29 April 2023