ଗୋଟିଏ ଦିନରେ ଆଗ ପଛ ହୋଇ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ଗ୍ରାମବାସୀଙ୍କ ଦ୍ବାରା ଅଭିମନ୍ୟୁଙ୍କ ଶବ ସତ୍କାର କରାଯାଇ ପିତା କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବକୁ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ। ସ୍ୱାମୀ ଓ ପୁଅର ମୃତ୍ୟୁରେ ବୃଦ୍ଧା ସୁଜନଙ୍କ ଦୁନିଆ ଯେମିତି ଅନ୍ଧାର ହୋଇଯାଇଛି। ତାଙ୍କର କୋହଭରା ଚିତ୍କାର ଏବେ ଗାଁ ଦାଣ୍ଡ ଫଟାଇ ଦେଉଛି।
ଅସୁସ୍ଥ ବାପାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିବାବେଳେ ପୁଅର ହୋଇଗଲା ମୃତ୍ୟୁ । ପୁଅର ମୃତ୍ୟୁ କଥା ଶୁଣି ଆଖି ବୁଝିଦେଲେ ବାପା ।
ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ସେହି ସମୟରେ ପୁଅ ଆର୍ତ୍ତତ୍ରାଣଙ୍କ ସ୍ୱାସ୍ଥ୍ୟ ଭଲ ଲାଗୁନି ବୋଲି ମେଡିକାଲର କିଛି କର୍ମଚାରୀଙ୍କୁ କହିଥିଲେ । ପରେ ପରେ ସେହିଠାରେ ହଠାତ୍ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପାଦ-ଟିକାତାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି।
ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ..ଶୋକାକୂଳ ପରିବେଶରେ ପୂରା ପରିବାର।