• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Basudha Project

Basudha scheme falls
ପହଞ୍ଚି ପାରୁନି ପିଇବା ପାଣି, ହନ୍ତସନ୍ତ ଜନତା

ଗାଁରେ ବସୁଧା ଯୋଜନାରେ ପାଣିଟାଙ୍କି ବସିଛି l ହେଲେ ଘରେ ଘରେ ପହଞ୍ଚି ପାରୁନି ପିଇବା ପାଣି l ଖରାଦିନ ହୋଇଥିବା ବେଳେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ l

Basudha project
ପ୍ରତାରଣା ହେଲା ପ୍ରତିଶ୍ରୁତି : ଏଯାଏଁ ମିଳିଲାନି ପିଇବା ପାଣି

ଭୋଟ୍‌ ଆସିଲେ ନେତାଏ ଆସନ୍ତି, ପ୍ରତିଶ୍ରୁତି ଦିଅନ୍ତି । କାର୍ଯ୍ୟକାରୀ ହେବାର ପ୍ରଶ୍ନ ନାହିଁ...ପିଇବା ପାଣି ଯୋଗାଇ ଦେବେ ବୋଲି କହିଥିଲେ ଯେ ଆଜିଯାଏଁ ମିଳିଲାନି

Basudha project
ପିଇବା ପାଣି ପାଇଁ ପାହାଡ଼ ଚଢୁଛନ୍ତି ଗାଁ ଲୋକେ

ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।

Basudha Project
ନା କୁ ମାତ୍ର ବସୁଧା ଯୋଜନା: ବାଲଟିଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ୍‌

ଟାଙ୍କି ତିଆରି ହୋଇଛି, ଟ୍ୟାପ୍ ବି ଲାଗିଛି ହେଲେ ପାଇପ୍ ସଂଯୋଗ ହୋଇନି । କଥା ଏଇଠି ସରିନି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ପମ୍ପ ଚାଲୁଛି ଓ ସେ ବାବଦରେ ମାସକୁ ମାସ ଇଲେକ୍ଚ୍ରି ବିଲ୍ ବି ଆସୁଛି ।