ନାହିଁନାହିଁରେ ଚାଲିଛି ବାଣପୁର ଏନଏସି । ନା ଅଛି ଡ୍ରେନର ବ୍ୟବସ୍ଥା ? ନା ଅଛି ସ୍ୱଛ ପରିମଳ ବ୍ୟବସ୍ଥା ? ମାସ ମାସ ଧରି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହେବାରୁ ଅନ୍ଧାରରେ ରହୁଛି ପୂରା ଏରିଆ । ଏମିତିକି ଅସରାଏ ବର୍ଷା ହେଲେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଆଉ ଏତେ ସବୁ ସମସ୍ୟା ଭିତରେ ଏବେ ଯୁଝି ହେଉଛନ୍ତି ଅର୍ଦ୍ଧ ଶତାବ୍ଦୀର ସହର ବାଣପୁର
Published: Sarbeswar
Last updated: 30 April 2023, 04:47 PM IST
ଆଜିକାଲି ଗାଡି କିଣିବା ପ୍ରାୟ ସମସ୍ତଙ୍କର ସଉକ । କିଏ କମ୍ ଦାମର ଗାଡି କିଣୁଛି ତ ଆଉ କିଏ ଅଧିକ ଦାମ୍ର । ମୋଟ୍ ଉପରେ ଯାହା ପାଖରେ ଯେତେ ଟଙ୍କା ରହିଛି ସିଏ ସେହି ଅନୁସାରେ ଗାଡ଼ି କିଣୁଛି । ହେଲେ ଆମେ ସମସ୍ତେ ଜାଣନ୍ତି ୪ ଚକିଆ ଗାଡି କିଣିବା କିଛି ସହଜ ନୁହେଁ । ହେଲେ ବି ନିଜର ସ୍ୱପ୍ନ ପୂରଣ କରିବାକୁ କଷ୍ଟମଷ୍ଟେ ଗାଡି କିଣୁଛନ୍ତି ଲୋକେ ।