ଡେଲି ମାର୍କେଟରେ ଥିବା ପାଖାପାଖି ୧୦ରୁ ଅଧିକ ଦୋକାନ ଘର ଜଳିଯାଇଛି ।
ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମାନ ପରଖିବାକୁ ଦେଶବ୍ୟାପୀ ଆରମ୍ଭ ହେବ ଯାଞ୍ଚ୍ ପ୍ରକ୍ରିୟା । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଅପମିଶ୍ରମଣ ରୋକିବା ତଥା ଏହାର ମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ FSSAI ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ନମୁନା ଯାଞ୍ଚ ସର୍ଭେ ।
କଟକ ସହରର ଅନ୍ୟତମ ଲାଇଫଲାଇନ୍ କାଠଯୋଡ଼ି ଏବେ ବିଷାକ୍ତ । କାରଣ ବର୍ଷ ତମାମ ଏ ନଦୀରେ ମିଶୁଛି ସହର ଯାକର ଆବର୍ଜନା ପାଣି । ଲୋକେ ହେଉଛନ୍ତି ରୋଗାକ୍ରାନ୍ତ ।
ସରପଞ୍ଚ ବନାମ ବିଡିଓ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀ ତୁତୁ ମେଁମେଁ । ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ମାଲକାନଗିରିରେ ବିଡିଓ ଓ ସରପଂଚଙ୍କ ମଧ୍ୟରେ ବଢୁଛି ବିବାଦ।
ବଜାରରେ ମିଳୁଥିବା କ୍ଷୀର କେତେ ବିଶୁଦ୍ଧ ? ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ? ଆଉ ଟଙ୍କା ଦେଇ କିଣୁଥିବା ଏଭଳି ଖାଦ୍ୟରେ କେଉଁଠି ଅପମିଶ୍ରଣର ଆଶଙ୍କା ନାହିଁ ତ ?
କାଠଯୋଡ଼ିକୁ ସ୍ୱଚ୍ଛ ରଖିବାକୁ ଗତ ବର୍ଷ ମାର୍ଚ୍ଚ ୨୧ରେ ତାଗିଦ୍ କରିଥିଲେ ହାଇକୋର୍ଟ । ସହରର ନର୍ଦ୍ଦମା ପାଣି କାଠଯୋଡ଼ିକୁ ନଦୀକୁ ନଛାଡ଼ିବାକୁ ଉଭୟ କଟକ ମହାନଗର ନିଗମ ଓ ୱାଟକୋକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ ।
ସକାଳୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଅଘଟଣ
ସ୍କୁଲ୍ ଛାଡ଼ି DEO ଅଫିସରେ ଶିକ୍ଷକଙ୍କ ଫାଇଲ ଚାଷ.. ପଚାରିଲାରୁ ରାଗିଗଲେ
କଲବଲ କରୁଛି ତାତି..ଏମିତି ସ୍ଥିତିରେ ପିଇବାକୁ ପାନୀୟ ଜଳ ନାହିଁ । ଚୁଆ ପାଣି ସାଜିଛି ସାହାରା..
ସିଙ୍ଗାରାମ ନିକଟରେ ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ
ଲେମ୍ବୁ ଚାଷ କରିଛି ଲକ୍ଷପତି, ଚାକିରି ପଛରେ ନଧାଇଁ ପିଢି ପରେ ପିଢି ଚାଷ କରୁଛନ୍ତି ଲେମ୍ବୁ
ପଦୋନ୍ନତି ପ୍ରସଂଗ ବିଚାରାଧିନ ଫୌଜଦାରୀ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଶିକୁଳିରେ ବନ୍ଧା ଶୈଶବ ଜୀବନ..ଦିନେ କି ମାସେ ନୁହେଁ ୧୧ ବର୍ଷ ହେଲା ଏମିତି ଶିକୁଳିରେ ବନ୍ଧା ହୋଇଛି କୁନି ଝିଅ...
ଚିକେନ କବାବ୍ କିଣିବାକୁ ଯାଇଥିଲେ, ହେଲେ ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ। କୋଟିପତି ହେବା ପରେ ଡ୍ରାଇଭଙ୍କର ଖୁସି କହିଲେ ନସରେ।
କ୍ଷୀରରୁ ପ୍ରୋଟିନ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ। ଯଦି କୁହାଯାଏ ଆମେ ଦେଖିଥିବା ଏମିତି ଏକ ପଶୁ ଅଛି ଯାହାର କ୍ଷୀରରେ ଆଲ୍କହଲ୍ ଅଛି, ଆପଣ କ’ଣ ବିଶ୍ୱାସ କରିବେ? ଏହା କିନ୍ତୁ ସତ। ଜାଣିବା ପାଇଁ ପଢନ୍ତୁ।
ହଇରେ ନାରଣ ସାର୍ ପଚାରିଲେ ଟ୍ରେନ୍ କିଏ ଚଳେଇଛି..ପିଲା କହିଲେ ଲୋକୋ ପାଇଲଟ୍ । ରେଳରେ ପିଲାଙ୍କ ଫଣ୍ଡା କ୍ଳିୟର କଲେ କେନ୍ଦ୍ରମନ୍ତ୍ରୀ...
୨୦୧୭ରେ ହୋଇଥିବା ହାତୀ ଗଣନା ବେଳେ ରାଜ୍ୟରେ ୧୯୭୬ ହାତୀ ଥିବାବେଳେ ୨୦୧୮ ବାଘ ଗଣନା ବେଳେ ଓଡିଶାରେ ୨୮ଟି ବାଘ ଥିଲା।
ଟଙ୍କା ଟିଏ ବି ଇନକମ୍ ନାହିଁ.. ହେଲେ ସ୍ୱାମୀଙ୍କୁ ବଞ୍ଚାଇ ରଖିବାକୁ ପ୍ରତିଦିନ ଅକ୍ସିଜେନ୍ ପିଛା ୧୫ ଶହ ଟଙ୍କା ଆଉ ମାସକୁ ୪ ହଜାର ଟଙ୍କାର ମେଡିସିନ୍.. କୋଳରେ କୁନି ଛୁଆ.. ଅସହାୟତାର ଲୁହ ଝରାଇ ସହାୟତା ପାଇଁ ଗୁହାରି କରୁଛି ସ୍ତ୍ରୀ..
୧୬ କିମି ରାସ୍ତାକୁ, ୨୫ କୋଟି ଟଙ୍କା.. କିନ୍ତୁ କାମ ଚାଲିଛି ର-ଠ
ଚାକିରି ନାହିଁ, ସୁଯୋଗ ନାହିଁ, ଭାଗ୍ୟ ଖରାପ ଏମିତି ଅନେକ କିଛି ବାହାନା କରି ପଢୁଆ, ବେରୋଜଗାର କର୍ମକୁଢ ଯୁବକଯୁବତୀଙ୍କୁ ତ ଆପଣମାନେ ଦେଖିଥିବେ.. ହେଲେ ଏମିତି ଜଣେ ସ୍ୱାଭିମାନୀ କର୍ମଠ ଦିବ୍ୟାଙ୍ଗ ଯୁବକଙ୍କୁ ଆପଣ କେବେ ଦେଖିନଥିବେ.. ଯିଏ ଗୋଟିଏ ଗୋଡ଼ରେ ଏ ସବୁ ସୁନାର ଫସଲ ଫଳାଇଛନ୍ତି, ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି, ପରିବାର ଚଳାଉଛନ୍ତି ଆଉ ସମାଜ ସେବା ବି କରୁଛନ୍ତି.
ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲେ ବାବା ବଳିଆ । ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି ।
ଲୋକେ କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା.. କିନ୍ତୁ ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ବି ଲୋଡା ପଡେନା.. ସେଥିପାଇଁ ତ ଆଜି ଖିଲି ଖିଲି ହସୁଛନ୍ତି ଏଇ ପ୍ରେମପକ୍ଷୀ..
ସହିଦ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ସେ IIM ଛାଡ଼ି ଇଣ୍ଡିଆନ ମିଲିଟାରୀ ଏକାଡେମୀକୁ ବାଛିଲେ ପୁଅ..
ସରକାରୀ ମେଡିକାଲରେ ମାଆଙ୍କ ପାଇଁ ମହୁ ଚାଷ!