ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ
ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..
ସେଇଟା କଣ ଟ୍ରଙ୍କ୍? ଆଲୋ ଆଲୋ... ମଉସା ଟଣା ପାଟି, ଇଏ ନାଲିପାଣି ପାଟି । ମୋ ବୋଉଲୋ... ପଳେଇ ଚାଲ୍ରେ ନାରଣ । ନିଶା ହୋଇଯିବରେ
ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ ।
ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି।
ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...
ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି।
ପୁଣି ଖୋଲିବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ୍ । ମାତ୍ର ୫ ଟଙ୍କାରେ ମିଳିବ ଜଳଖିଆ... ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ସହ ରାତ୍ରୀ ଭୋଜନ୍ । ଜାଣନ୍ତୁ ମେନୁ ଚାର୍ଟ
ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ
ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?
ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ନିର୍ବାଚନ ସରି ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..
ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ?
ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ
ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ।
ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର । ଅହେତୁକ ନୀତି ବିଳମ୍ବ ଯୋଗୁଁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ଲାଇନରେ ଡହଳବିକଳ ବୃଦ୍ଧ ଓ ଶିଶୁ
ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଏକ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।
ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ
ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ
‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..
କୁଅଖାଇ ବ୍ରିଜକୁ ନେଇ ବଢୁଛି ଚିନ୍ତା । ବିପଦରେ କଟକରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା କୁଆଖାଇ ବ୍ରିଜ୍। ଭୁଶୁଡି ଯିବନି ତ କୁଆଖାଇ ବ୍ରିଜ୍।
ସୁଖର ଗଙ୍ଗା ଭିତରେ ଦୁଃଖର ନାଆକୁ ନେଇ ଜୀବନ ବିତାଉଥିବା ଝାନ୍ସିଙ୍କ ପ୍ରତି ସମସ୍ତଙ୍କ ସହଯୋଗ ଓ ସହାୟତା ଲୋଡ଼ା ହୋଇ ପଡିଛି ।
କହୁ କହୁ ସୁର ଭାଇ ଏମିତି କହିଦେଲେ.. ସତ କହୁଛି କହି କହି ବିରୋଧୀଙ୍କୁ କଲେ ପ୍ରଶଂସା..
‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..
ଗୋଟିଏ ମାତ୍ର ବାଟ.. ହେଲେ ଯିବାକୁ ଛାତି ଧଡ଼ ଧଡ଼..
ଲାଉଡ୍ ମ୍ୟୁଜିକ୍ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍ଗୁଲ୍ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍। ରାଜଧାନୀ ଭୁବନେଶ୍ୱରରେ ନାଇଟ୍ କ୍ଲବ୍ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି।