• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Kokila nayak
ମନ ଜିଣୁଛି ଜେଜେମା’ଙ୍କ ହାତ ରନ୍ଧା; ୟୁଟୁବରେ ହୁ ହୁ ବଢୁଛନ୍ତି ଫ୍ୟାନ୍, ଫଲ୍ଲୋଅର..

କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ ।

Kokila nayak
ମନ ଜିଣୁଛି ଜେଜେମା’ଙ୍କ ହାତ ରନ୍ଧା; ୟୁଟୁବରେ ହୁ ହୁ ବଢୁଛନ୍ତି ଫ୍ୟାନ୍, ଫଲ୍ଲୋଅର..

କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ ।

Shubhasish Nayak
ଗର୍ବ କରୁଛି ସାରା ରାଜ୍ୟ; ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ

କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ।

  • Sunday, 16 July 2023
  • ISRO
V.K Pandian
5T ସଚିବଙ୍କ କାର୍ଯ୍ୟକ୍ରମ ପରେ ଚେୟାର ପିଙ୍ଗା ଫୋପଡା ଭିଡିଓ ଭାଇରାଲ୍

ସମ୍ବଲପୁର ଧନକଉଡ଼ାରେ ଗତକାଲି 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ସଭାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

Bridge Problem
ଟେଣ୍ଡର ହେଲା... ସେତୁ ହେଲାନି...ବର୍ଷା ହେଲେ ରାସ୍ତା ବନ୍ଦ

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

News Fuse
୧୦.୩୦ ହେଲାଣି..ବାବୁ କଣ ସମୁଦ୍ର କଙ୍କଡ଼ା ଖାଉଛନ୍ତି କି?

ସବୁ ଖୋଲାମେଲା, କେହି କୁଆଡେ ନାହାନ୍ତି..ବ୍ୟବସ୍ଥା ପୂରା ଢିଲା । ସାର୍‌ ଚାର୍ଜ ନାହାନ୍ତି..ଆଲୋ ଆଲୋ ଇଏ କଣ? ସମୁଦ୍ର କଙ୍କଡ଼ା ଖାଇବାକୁ ଗଲେକି?

Student seeks govt help
ମୋର ପାଠ ପଢିବାକୁ ଇଚ୍ଛା..ପଇସା ନାହିଁ ବୋଲି ଗାଈ ଚରାଉଛି

ପାଠ ପଢିବାକୁ ବହୁତ୍‌ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍‌ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ..ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ

Bridge Problem
ଟେଣ୍ଡର ହେଲା..ସେତୁ ହେଲାନି..ବର୍ଷା ହେଲେ ରାସ୍ତା ବନ୍ଦ

ବାଃ ବାଃରେ ଯୋଜନା । ବର୍ଷେ ତଳେ ସେତୁ ଭାଙ୍ଗିଯାଇଥିଲା ..ଦାବୀ ପରେ ଟେଣ୍ଡର ହେଲା କିନ୍ତୁ ବର୍ଷେ ସମୟ ଗଡିଗଲାଣି କାମ ଆରମ୍ଭ ହେଲାନି । ଏବେ ବର୍ଷା ହେଲେ କୋରାପୁଟ-ରାୟଗଡା ଯୋଗାଯୋଗ ପୂରା ବନ୍ଦ

Awas Yojna
ବାବୁ..୧୫ ବର୍ଷ ହେଲା ମାଗୁଛି, ହେଲେ ବି ଦେଉନୁ..

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

5T school
ଅଜବ ସ୍କୁଲ : ସ୍କୁଲରେ ଅଛନ୍ତି ଖାଲି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ

ଏଇଟା କାଳେ ୫-ଟି ସ୍କୁଲ । ହିନ୍ଦୀ, ସଂସ୍କୃତ ଛଡା ଆଉ କିଛି ପଢାଯାଉନି । ଏମିତି ହେଲେ ପରୀକ୍ଷାରେ ଗଣିତ ପରୀକ୍ଷାରେ ପିଲା ଲେଖିବେ କଣ?

Daleighai
ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ; ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି

ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

Waterlogging in Bhubaneswar affects normal life
ଡ୍ରେନ୍ ପାଣିରେ ଭାସିଲା ରାଜଧାନୀ, ସ୍ଥିତି ଦେଖି ଖୋଦ୍ ମେୟର ଅସହାୟ

ପଦାରେ ପଡ଼ିଲା ଏକ ନମ୍ବର ସ୍ମାର୍ଟସିଟିର ଅସଲ ଚେହେରା। ବର୍ଷର ପ୍ରଥମ ଲଗାଣ ବର୍ଷାରେ ହିଁ ବେହାଲ ଭୁବନେଶ୍ୱର।

Rourkela-Bhubaneswar Flight Service
ଭୁବନେଶ୍ୱର-ରାଉରକେଲା ବିମାନ ସେବାରେ ଲାଗିବ କି ବ୍ରେକ୍ ?ସପ୍ତାହେ ହେଲା କ୍ରମାଗତ ବାତିଲ ହେଉଛି ଫ୍ଲାଇଟ୍

ସ୍ମାର୍ଟସିଟି ରାଉରକେଲାକୁ ବିମାନ ସେବାର ଭବିଷ୍ୟତକୁ ନେଇ ଏବେ ନାନା ଶଙ୍କା। ହକି ବିଶ୍ୱକପକୁ ଦେଖି ଉଡାନ୍ ସ୍କିମରେ ଆରମ୍ଭ ହୋଇଥିବା ବିମାନସେବା ଏବେ ଧକଉଛି। ରାତିରେ ବିମାନ ଅବତରଣ ପାଇଁ ସୁବିଧା ନଥିବା ଏବଂ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ-ଆଇଏଲଏସ ଭଳି ଜରୁରୀ ଭିତ୍ତିଭୂମି ଅଭାବରୁ ଗତ ସପ୍ତାହେ ହେଲା ବାତିଲ ହେବାରେ ଲାଗିଛି ବିମାନ ସେବା । ଏଭଳି ସ୍ଥିତିକୁ ଦେଖି ତୁରନ୍ତ ରାଉରକେଲା ସମେତ ଜୟପୁର ବିମାନବନ୍ଦର ଲାଗି ଆବଶ୍ୟକ ଭିତ୍ତିଭୂମି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ସଚିବ।...

School Problem
ପାଣି ଗଳୁଛି, ପ୍ଲାଷ୍ଟର ଖସୁଛି...ଛାତ ଗଳିପଡିଲେ ଦାୟୀ କିଏ ହେବ?

ଭୟଙ୍କର ସ୍ଥିତି ! ଛାତରୁ ପାଣି ଖସୁଛି, ରଡ୍‌ ଦିଶୁଛି...ଏମିତି ସ୍ଥିତିରେ ବି ପିଲାଏ ପଢୁଛନ୍ତି ପାଠ । ସ୍କୁଲ ସିନା ପିଲା ଆସୁଛନ୍ତି ହେଲେ ଚିନ୍ତାରେ ରହୁଛନ୍ତି ଅଭିଭାବକ।

Significance of x symbol behind last train coach
ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍‌ ପଛରେ କାହିଁକି ଥାଏ “X” ଚିହ୍ନ

ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍‌ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ ଅନେକ ବ୍ୟକ୍ତିଙ୍କ ଶଙ୍କା ଦୂର ହୋଇଛି।

 Snake guards pricey tomatoes
ଆକାଶ ଛୁଆଁ ବିଲାତି ଦର: ତା’କୁ ପୁଣି ଜଗିଛି ନାଗ...

ମୋ ବୋଉଲୋ...ବିଲାତିରେ ମାରିହେଉନି ହାତ...ଘର ଭିତରେ ମେଞ୍ଚାଏ ବିଲାତି ଅଛି ହେଲେ ତାକୁ ନାଗ ସାପ ଜଗିଛି...

Rourkela Airport
ଭୁବନେଶ୍ୱର-ରାଉରକେଲା ବିମାନ ସେବାରେ ଲାଗିବ କି ବ୍ରେକ୍ ? କ୍ରମାଗତ ବାତିଲ ହେଉଛି ଫ୍ଲାଇଟ୍

ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି ।

Rourkela Airport
ଭୁବନେଶ୍ୱର-ରାଉରକେଲା ବିମାନ ସେବାରେ ଲାଗିବ କି ବ୍ରେକ୍ ? କ୍ରମାଗତ ବାତିଲ ହେଉଛି ଫ୍ଲାଇଟ୍

ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି ।

Dengue In Odisha
ଡେଙ୍ଗୁ ହଟସ୍ପଟ୍ ପାଲଟିଛି ରାଜଧାନୀ; ଅଣାୟତ୍ତ ସ୍ଥିତି, ଏଯାଏଁ ଦେଢ଼ଶହ ଆକ୍ରାନ୍ତ

ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।

Ganjam News
ରାଜନୈତିକ ବିବାଦରୁ ବାସନ୍ଦ ପରିବାର; ପିଲାଙ୍କୁ ବି ସ୍କୁଲ ଯିବା ମନା

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ଶ୍ରୀକ୍ଷେତ୍ରରେ ୫୦ ଫୁଟ୍‌ର ଅଳିଆ ଗଦା
ଶ୍ରୀକ୍ଷେତ୍ରରେ ୫୦ ଫୁଟ୍‌ର ଅଳିଆ ଗଦା

ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁ ଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି

Sambalpur
ଭୁଲ ଅପରେସନ୍‌ କରିଥିଲେ, ଏବେ ୮୦ ଲକ୍ଷ ତଣ୍ଡ ଗଣିବେ !

କାହାରି କଥା ଶୁଣିଲେନି...ଭୁଲ ଅପରେସନ୍‌ କଲେ । ଦିବ୍ୟାଙ୍ଗ ହୋଇଗଲା ଭେଣ୍ଡିଆ ପୁଅ...ଏବେ ମାମଲା ରୁଜୁ ପରେ ୮୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

  • Friday, 14 July 2023
Dengue In Odisha
ଡେଙ୍ଗୁ ହଟସ୍ପଟ୍ ପାଲଟିଛି ରାଜଧାନୀ; ଅଣାୟତ୍ତ ସ୍ଥିତି, ଏଯାଏଁ ଦେଢ଼ଶହ ଆକ୍ରାନ୍ତ

ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।

Gunupur bus stand
ଦେଢ଼ କୋଟିର ବସଷ୍ଟାଣ୍ଡ...ଥରେ ହେଲେ ବି ଗାଡ଼ି ଗଲାନି

ଦେଢ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେ ବି ବସ୍‌ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମି ପାଲଟିଲାଣି।

Students demand
‘ଆଗେ ପାଇଖାନାକୁ ପାଣି ଦିଅ...ପରେ ଡ୍ରେସ୍‌କୋଡ୍‌ କରିବ’

ଏ ସ୍କୁଲରେ କିଛି ନାହିଁ । ପିଲାଙ୍କ ଲାଗି ପାଇଖାନା ନାହିଁ କି ପାଣିର ବ୍ୟବସ୍ଥା ନାହିଁ । କେତେବେଳେ ଲାଇନ୍‌ ଆସୁଛି ତ ଆଉ କେତେବେଳେ ସିଏ ବି ନାହିଁ । ପାଠ ପଢା ବେଳେ ଛାତରୁ ଖସୁଛି ସ୍ଲାବ୍‌ । ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍‌ ଦରକାର ନାହିଁ, ଭିତ୍ତିଭୂମି ଦିଅ।

  • Friday, 14 July 2023