କେତେବେଳେ ସ୍ୱରେଜ ତ ପୁଣି କେତେବେଳେ ଡ୍ରେନେଜ୍ କାମ। କେଉଁଠି ଡ୍ରେନ୍ ସଫା ହୋଇନି, ପୁଣି କେଉଁଠି ନୂଆ ଡ୍ରେନ୍ କାମ ଚାଲୁଛି। ଆଉ ଏସବୁ ଭିତରେ ବର୍ଷା ଅସରାଏରେ ଭାସୁଛି ସହର, ଦହଗଞ୍ଜ ସହରୀ ମଣିଷ। ବର୍ଷା ମାସ ଆଗରୁ କାମ ନସାରି ପ୍ରତିବର୍ଷ ବର୍ଷା ଦିନରେ ଟୁଇନ୍ସିଟି କଟକ- ଭୁବନେଶ୍ବରକୁ ଯେମିତି ବୁଡ଼ାଇ ଘାଣ୍ଟୁଛି ବ୍ୟବସ୍ଥାର ଦାୟିତ୍ବହୀନତା। ଆଉ ସମସ୍ୟା ପ୍ରତି ସରକାରୀ କଳର ସମ୍ବଦେନହୀନତା ହିଁ କଟକ ସହରରେ କାଲି ଜଣେ ଯୁବକଙ୍କ ଜୀବନ ନେଇଛି।
Published By: Tanmay Kumar Mahalik
Last updated: 16 July 2023, 11:00 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।