Advertisment

ମନ ଜିଣୁଛି ଜେଜେମା’ଙ୍କ ହାତ ରନ୍ଧା; ୟୁଟୁବରେ ହୁ ହୁ ବଢୁଛନ୍ତି ଫ୍ୟାନ୍, ଫଲ୍ଲୋଅର..

କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ ।

author-image
Tanmay Kumar Mahalik

ସହରର ପଞ୍ଚତାରକା ହୋଟେଲ ଅପେକ୍ଷା ଗାଁରେ ରହୁଥିବା ଜେଜେ ମାର ହାତରନ୍ଧା ଖାଦ୍ୟର ସୁଆଦ ସବୁବେଳେ ନିଆରା । ଚୁଲି ନିଆଁ ଆଉ ଶିଳ ବଟା ମସଲାରେ ପ୍ରସ୍ତୁତ ସେ ଖାଦ୍ୟ ଯିଏ ଖାଇଛି, ସେ ହିଁ ଜାଣିଛି ତାର ମଜା । ଯାଜପୁର ଦେଉଳକଣ ଗାଁରେ ଏମିତି ଜଣେ ବୃଦ୍ଧା, ୮୦ ବର୍ଷ ବୟସରେ ତାଙ୍କ ରୋଷେଇ ଯାଦୁରେ ଅନ୍ୟମାନଙ୍କୁ ମତୁଆଲା କରିଛନ୍ତି ।

Advertisment
Jajpur
Advertisment
Advertisment