କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ ଟ୍ରାକରେ ଗାଡ଼ି ଗଡ଼ାଇବା ପ୍ରସଙ୍ଗ। ଅଯଥା ବିବାଦୀୟ କରାଯାଉଥିବା କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ପାଣ୍ଡିଆନଙ୍କୁ ସୂର୍ଯ୍ୟବଂଶୀଙ୍କ ଡାଇରେକ୍ଟ ଟାର୍ଗେଟ୍ । କହିଲେ ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ । ବିବାଦକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ।
ପାଣ୍ଡିଆନ୍ କେମିତି ସରକାରକୁ ଅକ୍ତିଆର କଲେ ? ୨୦୨୪ ନିର୍ବାଚନରେ କାହିଁକି ବିଜେଡି ହାରିଲା, l ତା’ର କାରଣ ବି ଏଥିରେ ଉଲ୍ଲେଖ କରାଯାଇଛି । ନବୀନଙ୍କ କାନରେ କେଉଁମାନେ କହୁଥିଲେ, ସବୁକଥା ଏହି ବହିରେ ରହିଛି ।
ପାଣ୍ଡିଆନଙ୍କ ଜୟ ଜୟକାର ଏବେ ନେତାଙ୍କ ଭିତରେ ସୀମିତ ନାହିଁ । ସରକାରୀ କର୍ମଚାରୀ ବି କଲେଣି ଗୁଣଗାନ । ବିଭିନ୍ନ କର୍ମଚାରୀ ସଂଘ ଆଜି ନବୀନ ନିବାସକୁ ଯାଇ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ..
5T ସଚିବ ଭି. କେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ହୋଇଛି। ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାବେଳେ ଏହି କାଳିମାଡ଼ ହୋଇଥିବା ସୂଚନା ମିଳିଛି।
ସମ୍ବଲପୁର ଧନକଉଡ଼ାରେ ଗତକାଲି 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ସଭାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।
ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି।