Dengue In Odisha
କାୟା ମେଲାଇଲାଣି ଡେଙ୍ଗୁ । ଦ୍ରୁତ ଗତିରେ ଅଞ୍ଚଳକୁ ଅଞ୍ଚଳ ମାଡି ଚାଲିଛି । ଡେଙ୍ଗୁ ପାଇଁ ୩ ମହାନଗର ନିଗମର ଅବସ୍ଥା ବେହାଲ ହେଲାଣି । ଗୋଟିଏ ପଟେ ଜନ ସଚେତନତା ଅନ୍ୟପଟେ ନିରାକରଣ ବ୍ୟବସ୍ଥା ସହ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ପ୍ରଶାସନ । ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡ ସହ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ଚାଲିଛି । ତଥାପି ରାଜଧାନୀ ଭୁବନେଶ୍ୱରରେ ଅଣାୟତ ଡେଙ୍ଗୁ ସ୍ଥିତି । ଏଯାଏଁ ଦେଢଶହ ଜଣ ଆକ୍ରାନ୍ତ ହେଲେଣି ଡେଙ୍ଗୁରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)