କାୟା ମେଲାଇଲାଣି ଡେଙ୍ଗୁ । ଦ୍ରୁତ ଗତିରେ ଅଞ୍ଚଳକୁ ଅଞ୍ଚଳ ମାଡି ଚାଲିଛି । ଡେଙ୍ଗୁ ପାଇଁ ୩ ମହାନଗର ନିଗମର ଅବସ୍ଥା ବେହାଲ ହେଲାଣି । ଗୋଟିଏ ପଟେ ଜନ ସଚେତନତା ଅନ୍ୟପଟେ ନିରାକରଣ ବ୍ୟବସ୍ଥା ସହ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ପ୍ରଶାସନ । ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡ ସହ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ଚାଲିଛି । ତଥାପି ରାଜଧାନୀ ଭୁବନେଶ୍ୱରରେ ଅଣାୟତ ଡେଙ୍ଗୁ ସ୍ଥିତି । ଏଯାଏଁ ଦେଢଶହ ଜଣ ଆକ୍ରାନ୍ତ ହେଲେଣି ଡେଙ୍ଗୁରେ ।
Published By: Tanmay Kumar Mahalik
Last updated: 14 July 2023, 10:11 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।