• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Teacher Protest
ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

  • Thursday, 14 September 2023
  • Odisha
Weather News
ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର-ବ୍ରହ୍ମପୁର ! ରାସ୍ତାରେ ଅଣ୍ଟାଏ, ଘରେ ଆଣ୍ଠୁଏ

ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।

Teacher Protest
ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Helpless family struggles for proper livelihood
ଘର ନାହିଁ କି ଖାଇବାକୁ ନାହିଁ : ଜରି ପାଲ ତଳେ ତିନି ପରିବାର

ଓଃ କି ଦୁଃଖ ! ନିଜର ଜାଗା ଖଣ୍ଡେ ନାହିଁ । ପର ଜାଗାରେ ଘର କରି ରହିଥିଲେ ତିନୋଟି ପରିବାର । ଏବେ ମାଲିକ ମନା କରିବାରୁ ଜରି ପାଲ ତଳେ ବିତୁଛି ୩ ପରିବାରର ଜୀବନ । ବାବୁଙ୍କୁ ଗୁହାରି କରିବା ପରେ..ମିଳିବ ମିଳିବ କହୁଛନ୍ତି ହେଲେ ମିଳୁନି

Old Age Pension
ବୋହୂ ନେଲା ଲୋନ୍‌, ଶାଶୂର ବନ୍ଦ ହେଲା ପେନସନ୍‌

ଇଏ କି ବିଚିତ୍ର ବ୍ୟବସ୍ଥା । ଦୋକାନ କରିବ ବୋଲି ବ୍ୟାଙ୍କରୁ ଋଣ ନେଲା ବୋହୂ..ଠିକ୍‌ ସମୟରେ ସୁଝି ନପାରିବାରୁ ଶାଶୂର ପେନସନ୍‌ ବନ୍ଦ କରିଦେଲା ବ୍ୟାଙ୍କ । ମ୍ୟାନେଜରଙ୍କୁ ପଚାରିବାରୁ କହୁଛନ୍ତି..

Ganesh Chaturthi
ଏଥର ରାମ ମନ୍ଦିରରେ ପୂଜା ପାଇବେ ଶ୍ରୀଗଣେଶ

ପୂଜାର ଧୁମ୍‌ ! ଏଥର ଦୁଲୁକିବ ବ୍ରହ୍ମପୁର..ରାମ ମନ୍ଦିର ତିଆରି ଚାଲିଛି । ଆଉ ତା’ରି ଭିତରେ ବିଘ୍ନବିନାଶକଙ୍କୁ କରାଯିବ ପୂଜା । ପୂର୍ବଥର କେଦାରନାଥ ମନ୍ଦିରରେ ପୂଜା ପାଇଥିଲେ ଗଣପତି ବାବା

Inter caste marriage hinders 80 yr old man cremation in Bolangir
ଏ କି ପ୍ରକାରର ମାନସିକତା ? ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି...କାନ୍ଧ ଦେଲେନି ଜାତି ଭାଇ

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲା ବେଳକୁ ବି ପାଖ ମାଡ଼ିଲେନି ଜାତି ଭାଇ। ଶେଷରେ ମୃତଦେହକୁ ଚାରିକାନ୍ଧରେ ନେଇ ମଶାଣିକୁ ନେଇ ଦାହ କଲେ ସ୍ୱେଚ୍ଛାସେବୀ।

Sevitors in Baripada allege issues not resolved despite complaint at 5T secy’s grievance cell
ମଞ୍ଚରେ କଥା ଦେଇଥିଲେ...ଏବେ ପାଣ୍ଡିଆନ୍‌ ବାବୁ ଆମକୁ ଠକିଦେଲେ

ଜିଲ୍ଲାୱାରି ଗସ୍ତ କରିଥିଲେ ପାଣ୍ଡିଆନ୍‌ । ସେବାୟତଙ୍କ ଦାବି ନେଇ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୭ ଦିନ ବଦଳରେ ମାସେ ଗଡିଲାଣି ହେଲେ ଦାବି ପୂରଣ ହେଲାନି । ସେବାୟତ କହିଲେଣି ସଚିବ ଆମକୁ ଠକିଦେଲେ...

  • Wednesday, 13 September 2023
Road Problem
‘ଭୋଟ୍‌ ବେଳେ ଆମ ପାଖକୁ ଧାଉଁଛନ୍ତି, ପରେ ଭୁଲି ଯାଉଛନ୍ତି’

ଆମ୍ବୁଲାନ୍ସ କି ଦମକଳ..ଫୋନ୍‌ କରି ଗାଁ ନା କହିଲା ମାତ୍ରେ ଆସିବାକୁ ଅରାଜି ହେଉଛନ୍ତି । ଯଦି ଆସୁଛନ୍ତି ଫେରିବା କଷ୍ଟକର । ରାସ୍ତା ତ ନୁହେଁ ବିଲଠୁ ହୀନ । ଭୋଟ୍‌ ବେଳେ ଆସୁଛନ୍ତି, ନିର୍ବାଚନ ପରେ ମୁହଁ ମୋଡୁଛନ୍ତି

Rice issue
ପିଲାଙ୍କ ପାଇଁ ସରକାର ଦେଲେ ଜୋତା, ଡ୍ରେସ୍‌ ସହ ଚାଉଳ, ହେଲେ କିଛି ନଦେଇ ପ୍ରଧାନ ଶିକ୍ଷକ..

ପିଲାଙ୍କ ପଢିବା ଲାଗି ଜୋତା, ଡ୍ରେସ୍‌ ସହ ଚାଉଳ ଦେଇଥିଲେ ସରକାର । ଛାତ୍ରଛାତ୍ରୀଙ୍କୁ ତ ଦେଲେନି ବରଂ ନିଜେ ଖାଇଦେଲେ ପ୍ରଧାନ ଶିକ୍ଷକ । ଅଭିଯୋଗ ହେବା ପରେ ଏବେ କାର୍ଯ୍ୟାନୁଷ୍ଠାନ କଥା କହୁଛନ୍ତି ବାବୁ

  • Wednesday, 13 September 2023
  • Crime
Gajapati Marriage
ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ସିଏ ଆମ ପାଇଁ ମରିଗଲା । ନିଜ ଜିଇଁଥିବା ଭଉଣୀ ପାଇଁ ମହିଳା ଜଣକ ଛାତିରେ ପଥର ରଖି କିଛି ଏମିତି କହିଛନ୍ତି । ଖାଲି ଭଉଣୀ ନୁହେଁ ବରଂ ଜନ୍ମକଲା ମାଆ ଓ ବାପା ବି କାନ୍ଦିକାନ୍ଦି ନିଜ କର୍ମକୁ ନିନ୍ଦିଛନ୍ତି । ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ମଥାରେ ଲାଗୁଥିଲା ସିନ୍ଦୂର, ସେପଟେ ଫଟୋରେ ଦିଆଯାଉଥିଲା ଫୁଲମାଳ । ଯିଏ କନ୍ୟା ହୋଇଛି ତା’ରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପର୍ବ ବି ଚାଲିଛି । କଥାଟା କାନକୁ ଅଡୁଆ ଲାଗୁଥିଲେ ବି ପୂରା ସତ ।

Teacher Protest
ତୀବ୍ର ହେଲାଣି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

ଯାହା ସ୍ପଷ୍ଟ କରୁଛି ବ୍ୟବସ୍ଥା ଉପରୁ ଶିକ୍ଷକଙ୍କମାନଙ୍କ ଉପରୁ କିପରି ଭରସା ଉଠିଗଲାଣି । ଯେଉଁଥିପାଇଁ ବାଲାଟ୍ ବକ୍ସରେ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି ଶିକ୍ଷକ ।

VLTD
ଅକ୍ଟୋବର ୧ରୁ ରାଜ୍ୟରେ ବାଧ୍ୟତାମୂଳକ ଭାବେ ଲାଗୁ ହେବ VLTD ଓ ପାନିକ ବଟନ ନିୟମ

STA ଓ କିଛି VLTD ନିର୍ମାତା ମିଶି ଏହି ଦୁର୍ନୀତି କରିଥିବା ସିଧାସଳଖ ଅଭିଯୋଗ ଆଣିଛି ଦେଶର VLTD ନିର୍ମାତା ସଂଘ- ସ୍ମାର୍ଟ ମୋବିଲିଟି ଆସୋସିଏସନ।

  • Tuesday, 12 September 2023
  • VLTD
Teacher Protest
ରାଜ୍ୟବ୍ୟାପୀ ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ ! ଏଥର ବାଲଟ୍‌ରେ ଦେବେ ଜବାବ...

ମୁଖ୍ୟମନ୍ତ୍ରୀ ଓ 5T ବିରୋଧୀ ନାରାରେ କଂପୁଛି ଧାରଣାସ୍ଥଳ । କାଲିଠୁ ସମୂହ ଛୁଟିରେରେ ଯିବାକୁ ଧମକ ।

Gajapati Marriage
ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ରାତିରେ ଶୋଇଥିଲା...ଘରୁ କୁଆଡେ ପଳାଇଗଲା । ସକାଳ ହେବା ମାତ୍ରେ ଫଟୋ ଦେଖି ରାଗି ପୂରା ପଂଚମ ହେଲେ ପରିବାର ଲୋକେ । ଅନ୍ୟ ଜାତିରେ ବାହା ହୋଇଥିବାରୁ ପୁରୋହିତ ଡାକି ଶୁଦ୍ଧି ବି ହେଲେ

Family performs last rites of daughter for marrying lover in Gajapati
ଅନ୍ୟ ଧର୍ମର ପୁଅକୁ ବାହା ହେଲା ଝିଅ, ୧୧ ଦିନରେ ଶୁଦ୍ଧିକ୍ରିୟା କଲେ ପରିବାର...

ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ। ଅନ୍ୟ ଧର୍ମର ପୁଅକୁ ଝିଅ ବାହା ହେଲେ ବୋଲି ଆଜି ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ।

Education system
ନିୟମିତ ଶିକ୍ଷକ ନାହାଁନ୍ତି, ଭଡ଼ା ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷ୍ୟତ !

୪୮ ପିଲାଙ୍କୁ ମାତ୍ର ଦୁଇଜଣ ଶିକ୍ଷକ । ଜଣେ ପ୍ରଧାନଶିକ୍ଷକ, ଆଉ ଜଣେ ଦୃଷ୍ଟିବାଧିତ । ବାରମ୍ବାର କହିବା ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ । ପିଲାଙ୍କ ଭବିଷ୍ୟତ ପାଇଁ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ଅଣାଯାଉଛି ଜଣେ ଶିକ୍ଷକଙ୍କୁ

altered bike silencers
ସାବଧାନ ! ଉତ୍ପାତିଆ ଗାଡି ଡ୍ରାଇଭର, ଏଥର ଫାଇନ୍‌ ନୁହେଁ ସିଧା କୋର୍ଟରେ ସାକ୍ଷାତ

ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍‌ । ଏଥର ଫାଇନ୍‌ ନୁହେଁ ବରଂ ଦେଖାସାକ୍ଷାତ୍‌ କୋର୍ଟରେ ହେବ

Mahanadi River
‘ନଦୀକୁ ଡେଇଁ ନଥିଲି, ସେଲ୍‌ଫି ନେବାବେଳେ ଖସି ପଡ଼ିଥିଲି...ବଞ୍ଚିବାର ଆଶା ନଥିଲା’

ଗାଡ଼ି ରଖି ସେଲ୍‌ଫି ନେଉଥିବା ବେଳେ ବୃଦ୍ଧଙ୍କ ଗୋଡ଼ ଖସି ଯାଇଥିଲା। ବହୁ ଖୋଜାଖଜି ପରେ ଅଗ୍ନିଶମ ଟିମ୍ ୬୯ ବର୍ଷୀୟ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।

puri krushna balarama besha of lord jagannath balabhadra held
ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି; ପ୍ରଳମ୍ବାସୁର ବଧ ବେଶ ହେବେ ମହାପ୍ରଭୁ

ଅସୁରର ସ୍କନ୍ଧ ଓ ଭୁଜରେ ବଳଭଦ୍ର ବସିଥିବା ଭଳି ବେଶରେ ସ୍ପଷ୍ଟ ହୁଏ । ଏହି ବେଶ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ ।

Engineers
ଉଚ୍ଚ ବେତନର ଚାକିରି ଛାଡ଼ିଲେ...ଏବେ ଜୋତା ତିଆରି କରି ରୋଜଗାର କରୁଛନ୍ତି...

ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍‌ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

Incense sticks
ପିଲାଙ୍କୁ ପାଠ ପଢାଇବା କଷ୍ଟକର ଥିଲା.. ଧୂପ ତିଆରି କାରଖାନା କରି ଆତ୍ମନିର୍ଭରଶୀଳ ହେଲେ

ସ୍ୱାମୀଙ୍କ ରୋଜଗାର କମ୍‌ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର

Odisha primary school teachers
ଆନ୍ଦୋଳନରୁ ଓହରିବେ କି ପ୍ରାଥମିକ ଶିକ୍ଷକ ? ପ୍ରତ୍ୟାହାର ପାଇଁ ଅପିଲ୍ କଲେ ସରକାର

ସଂଘର ଦାବି ଉପରେ ତର୍ଜମା ପାଇଁ ୫ ଜଣିଆ ସବ୍ କମିଟି ଗଠନ କରାଯାଇଛି । ଏହି ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ତର୍ଜମା କରି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ଜଣାଇବ ।

Hair Donate
ବୟସ ମାତ୍ର ୧୨...କ୍ୟାନସର ରୋଗୀଙ୍କୁ ଦେଇ ଦେଲେ କେଶ

ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ

Ghatagaon Tarini
ଖୋଲା ବଜାରରେ ବିକ୍ରି ହେଉଛି ମା ତାରିଣୀଙ୍କ ନଡ଼ିଆ

ତେବେ ଭକ୍ତିର ସହ ମାନସିକ ପୂରଣ ପାଇଁ ମା ତାରିଣୀଙ୍କ ପାଖକୁ ନଡିଆ ପଠାଇଥିବା ଭକ୍ତଙ୍କୁ ଗଭୀର ଆଘାତ ଦେଇଛି ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି।

  • Monday, 11 September 2023