ଯୁଗ ବଦଳିଯାଇଛି । କିନ୍ତୁ ଆଜି ବି ବଦଳିନାହିଁ, କିଛି ଲୋକଙ୍କ ମଧ୍ୟଯୁଗୀୟ ମାନସିକତା । ଜାତିପ୍ରଥା କବଳରେ କବଳିତ କିଛି ବ୍ୟକ୍ତି ଓ ସଂପ୍ରଦାୟ ।
ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲା ବେଳକୁ ବି ପାଖ ମାଡ଼ିଲେନି ଜାତି ଭାଇ। ଶେଷରେ ମୃତଦେହକୁ ଚାରିକାନ୍ଧରେ ନେଇ ମଶାଣିକୁ ନେଇ ଦାହ କଲେ ସ୍ୱେଚ୍ଛାସେବୀ।
ଏଣିକି ଭିନ୍ନ ଜାତିରେ ବିବାହ କଲେ ସରକାର ଦେବେ ୫ ଲକ୍ଷ ଟଙ୍କା। ଇଣ୍ଟରକାଷ୍ଟ ମ୍ୟାରେଜ ଯୋଜନା ଅନୁସାରେ ମିଳିବ ଏହି ଟଙ୍କା। କେବଳ କରିବାକୁ ପଡ଼ିବ ଏହି କାମ..
ସାମାଜିକ ସମନ୍ୱୟ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଇଣ୍ଟରକାଷ୍ଟ୍ ମ୍ୟାରେଜ୍ କଲେ ସହାୟତା ପ୍ରଦାନ କରାଯିବ । ବିବାହ ପରେ ଦମ୍ପତିଙ୍କୁ ୧୦,୦୦୦ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ସରକାର ।