ଜିଲ୍ଲାୱାରି ଗସ୍ତ କରିଥିଲେ ପାଣ୍ଡିଆନ୍ । ସେବାୟତଙ୍କ ଦାବି ନେଇ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୭ ଦିନ ବଦଳରେ ମାସେ ଗଡିଲାଣି ହେଲେ ଦାବି ପୂରଣ ହେଲାନି । ସେବାୟତ କହିଲେଣି ସଚିବ ଆମକୁ ଠକିଦେଲେ...
Published By: Rajalaxmi Sahoo
Last updated: 13 September 2023, 01:44 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।