• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Arindam Das Scholarship
ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦାନ କରାଗଲା ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍

ସମ୍ବଲପୁର ୟୁନିଭର୍ସିଟର ଇନିଷ୍ଟିଚ୍ୟୁଟ୍ ଅଫ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି ।

  • Friday, 22 September 2023
Villagers risk their lives by living in these conditions in Keonjhar’s Anandapur
କୂଳ ଖାଉଛି ସାଳନ୍ଦୀ...ଭାସିଯିବ ପୁରା ଗାଁ !

କୂଳ ଖାଇବାରେ ଲାଗିଛି ସାଳନ୍ଦୀ । ଘର ଠିଆ ହୋଇଛି, ପିଲର ଖୋଳିନେଲାଣି ସ୍ରୋତ । କେତେବେଳେ ପୂରା ଗାଁକୁ ଭସାଇ ନେବ ତାହା କହିବା ମୁସ୍କିଲ । ବାରମ୍ବାର ବାବୁଙ୍କୁ ଗୁହାରି କରିବା ପରେ ବି ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ...

  • Friday, 22 September 2023
Locals seek for government’s support over frequent power cuts in Dhenkanal
ପହଞ୍ଚିଲାନି ବିଜୁଳି: ଡିବିରି ଆଲୁଅରେ ବିତୁଛି ଜୀବନ

ସ୍ୱାଧୀନତାର ୭୫ ବର୍ଷ ହେଲାଣି...ରାଜ୍ୟରେ ଏମିତି ବି ଗାଁ ଅଛି ଯେଉଁଠିକୁ ପହଞ୍ଚିପାରିଲାନି ବିଜୁଳି । ବିନା ଲାଇନ୍‌ରେ ଡିବିରି ଆଲୁଅରେ କାମ କରୁଛନ୍ତି ଗାଁ ଲୋକେ ।

  • Friday, 22 September 2023
Road Problem
ଗାଁକୁ ଭଲ ରାସ୍ତା ନାହିଁ..,ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଗୋଟେ କିଲୋମିଟର ଦୂର ଖଟିଆରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଗର୍ଭବତୀ ।

Soumya Ranjan Patnaik
ସୌମ୍ୟ ପଟ୍ଟନାୟକ ଲୋନ୍ ସ୍କାମ୍; କ’ଣ ଏହି ବ୍ୟାଙ୍କ ଋଣ ଠକେଇ ?

ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍‌କଲ୍ !

  • Thursday, 21 September 2023
  • EOW
Soumya Ranjan Patnaik
ସୌମ୍ୟ ପଟ୍ଟନାୟକ ଲୋନ୍ ସ୍କାମ୍; କ’ଣ ଏହି ବ୍ୟାଙ୍କ ଋଣ ଠକେଇ ?

ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍‌କଲ୍ !

Nuakhai -Risipiti
Nuakhai: ଖିଆ ପିଆ ତ ସରିଲା, ଏବେ ଚାଲଯିବା ରିଶିପିଟି ! ଲାଗିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼...

ଘରେ ଘରେ ହସଖୁସିର ମାହୋଲ । ସମସ୍ତେ ନୂଆ ଜାମା ପିନ୍ଧି ନବାନ୍ନ ଖାଇ ବଡ଼ ମାନଙ୍କର ଆର୍ଶୀବାଦ ନେଇଛନ୍ତି ।

medical road
ଗାଈ ଘଉଡାଇଲେ ଗାଡିରେ ଯିବେ...ହେଲେ କାହିଁକି ?

ଏଇଟା ରାସ୍ତା ନୁହେଁ ଗୋ-ଶାଳା । ସକାଳୁ ସଂଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲପର ବାହାରି ଗାଈ ସାଇଡ୍‌ କଲେ ଗାଡି ଆଗକୁ ବଢୁଛି

Talasil officer
ଗୁମର ଖୋଲିଲେ ନେତା : ‘ବିନା ଲାଂଚରେ ପତ୍ର ହଲୁନି’

ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍‌ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚିରେ ଅଫିସ୍‌ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି...

Farmer cries
ଦୁଃଖ ବୁଝିଲେନି...ଲଲିପପ୍‌ ଧରାଇ ଦେଲେ ସରକାର

ପାନ ଚାଷୀଙ୍କ ଦୁଃଖ କାହାଣୀ । ବାରମ୍ବାର ଦାବି କରିବା ପରେ ବି ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ଋଣ ଦେବା ନାଁରେ ଲଲିପପ୍‌ ଦିଆଯିବା ପରି ଆଣିଲେ ସାଙ୍ଘାତିକ ଅଭିଯୋଗ

Dakabangala in Narasinghpur
ଡାକବଙ୍ଗଳା ନୁହେଁ ଭୂତ ଖାନା !

ଦିନେ ଏଇ ଡାକବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉନାହାନ୍ତି । ମଦୁଆ ଘଅ କଲେଣି ଡାକବଙ୍ଗଳାରେ

Situation remains stagnant as this medical road is frequently occupied by cows in Dhenkanal
ଗାଈ ଘଉଡାଇଲେ ରାସ୍ତାରେ ଯିବ

ରାସ୍ତା ନୁହେଁ ତ ଗୋ-ଶାଳା । ସକାଳୁ ସଞ୍ଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲ୍‌ପର୍‌ ବାହାରି ଗାଈଙ୍କୁ ସାଇଡ୍‌ କଲେ ଗାଡି ଆଗକୁ ବଢୁଛି...

  • Thursday, 21 September 2023
Vande Bharat Express
ଆସନ୍ତା ୨୪ରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌।

River Bridge Fencing
ସରକାରଙ୍କୁ ନଦୀଘାଟ ଚିନ୍ତା

ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା । କୁମ୍ଭୀର ଆକ୍ରମଣ ଓ ନଦୀବୁଡ଼ି ଦୁର୍ଘଟଣା ରୋକିବାକୁ ଉଦ୍ୟମ । ନଦୀ ଘାଟରେ ସୁରକ୍ଷା ବାଡ଼ ଲଗାଇବାକୁ ବ୍ଲୁ ପ୍ରିଣ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦୦ ଘାଟରେ ଲାଗିବ ଫେନସିଂ ନେଟ୍

Locals seek government’s attention
ଦିଲ୍ଲୀରୁ ପଲ୍ଲୀ...ଗୁହାରି କରି କରି ହାଲିଆ, ଦୁଃଖ ନଶୁଣିଲେ କେହି

ଖଣ୍ଡେ ରାସ୍ତା, ଟୋପେ ପାଣି ଆଉ ଟିକିଏ ବିଜୁଳି ପାଇଁ ବାବୁଙ୍କୁ ଗୁହାରି କରି କରି ଥକିଗଲେଣି । ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ମୌଳିକ ସୁବିଧାରୁ ଏବେ ବି ବଂଚିତ ଏମାନେ...ଆଉ କେବେ ଶୁଣିବେ ସରକାର?

River Bridge Fencing
ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା

କୁମ୍ଭୀର ଆକ୍ରମଣ ଓ ନଦୀରେ ବୁଡ଼ି ପ୍ରତିବର୍ଷ ଶହ ଶହ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ନଦୀଘାଟ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।

plant lichi tree
ଫଳକ ମାରିଦେଲେ, ତା’ର ଟାଣିଦେଲେ...ଗଛ ଗଲା କୁଆଡ଼େ?

ଫଳକ ମାରିଲେ, ଗଛ ପୋତିଲେ । ଆଶା ଥିଲା ଭଲ ଲିଚୁ ଫଳିବ...ହେଲେ ଚାରା ଲାଗିଥିବା ସ୍ଥାନରେ ଏବେ ଗାଈ ଚରୁଛନ୍ତି । ଚାଷୀଙ୍କ ନାଁରେ ଟଙ୍କା ଆଣି ଖାଇଲେ ବାବୁ, ଜଳକ ହୋଇ ଚାହିଁଲେ ଚାଷୀ । ବାବୁ କହୁଛନ୍ତି, ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

lightning attack
ଏହି ଗୋଟିଏ ଗଛ...ବଜ୍ରଘାତରୁ ବଞ୍ଚାଇ ଦେବ

ବିଜୁଳି ନେଉଛି ଜୀବନ । ଆକାଶରେ ମେଘ ଆସିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି..କାରଣ ପ୍ରତି ମୁହୂର୍ତ୍ତରେ ଜୀବନ ଯିବାର ଭୟ ରହୁଛି । ହେଲେ ଆଉ ଡରନ୍ତୁନି...ବରଂ ଏହି ଗଛ ଲଗାଇଲେ ବଜ୍ରଘାତରୁ ଦେବ ସୁରକ୍ଷା

Raipur-Vizag corridorn
ସୁଙ୍କି ଘାଟି : ବିପଦ ଯେତିକି, ସୁନ୍ଦର ସେତିକି

ଦିନେ ଏହି ଘାଟି ନା ଶୁଣିଲେ ଲୋକେ ଯିବାକୁ ଡରୁଥିଲେ । ମନରେ ଶଙ୍କା ଥିବାରୁ ନା ହୋଇଥିଲା ‘ସୁଙ୍କି’ । ସମୟ ବଦଳିଛି, ସ୍ଥିତି ବି ବଦଳିଛି । ରାଜ୍ୟର ପ୍ରଥମ ୬ ଥାକିଆ ଟନେଲ ହେଉଛି କୋରାପୁଟ୍‌ରେ । ଏବେ ସୁଙ୍କି ଦେଇ ଗଲେ ଲୋକେ ଡରିବେନି ବରଂ ମଜା ଉଠାଇବେ

Two hard core militants killed in police encounter
ପୋଲିସ ଏନକାଉଣ୍ଟରରେ ଦୁଇ ହାଡ୍ କୋର ମାଓବାଦୀ ନିହତ

ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ମାଓ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ। ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ।

Scrub Typhus Panic; Know why it happens, what are the symptoms
Scrub Typhus: ମାଡ଼ୁଛି ସ୍କ୍ରବ୍‌ ଟାଇଫସ୍‌; ଜାଣନ୍ତୁ କାହିଁକି ହୁଏ, କ’ଣ ଲକ୍ଷଣ

୨୦୦ ଛୁଇଁଲା ସ୍କ୍ରବ୍ ଟାଇଫସ୍। ସୁନ୍ଦରଗଡ଼ରେ ଆଉ ୭ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ। ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

  • Wednesday, 20 September 2023
3 are still missing after the boat capsized in Paradip
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣାରେ ଏବେ ବି ୩ ନିଖୋଜ

ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍‌ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।

Teacher Protest
ଫିକା ପଡ଼ିଲା ସ୍କୁଲରେ ଗଣେଶ ପୂଜା

ଶିକ୍ଷକ ଆନ୍ଦୋଳନ, ଫିକା ପଡ଼ିଲା ସ୍କୁଲରେ ଗଣେଶ ପୂଜା..କେଉଁଠି ତାଲା ତ ଆଉ କେଉଁଠି ଫଟୋରେ ବିଦ୍ୟାଦାତାଙ୍କୁ କରାଗଲା ଆରାଧନା। ଶିକ୍ଷକ ଆନ୍ଦୋଳନ ସ୍ଥଳରେ ବି ଗଜାନନଙ୍କ ପୂଜା ସମାପନ କରାଯାଇଛି..

1 classroom
ଭୟଙ୍କର ଅବସ୍ଥା ! ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୪ କ୍ଲାସ୍‌ର ପିଲା

ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ଯେଉଁଠାରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମଠାରୁ ଚତୁର୍ଥ ଶ୍ରେଣୀର ପ୍ରାୟ ୭୫ ଜଣ ପିଲା ପାଠ ପଢୁଛନ୍ତି । ଖାଲି ଏତିକି ନୁହେଁ ବରଂ ଗୋଟିଏ କ୍ଲାସ୍‌ରେ ୪-୪ ଜଣ ଶିକ୍ଷୟିତ୍ରୀ ଦୁଇଟି ବ୍ଲାକବୋର୍ଡରେ ପାଠ ପଢାଉଛନ୍ତି । ଯେଉଁଥି ଲାଗି କୌଣସି ଗୋଟିଏ ଶ୍ରେଣୀର ପିଲା ଠିକ୍‌ରେ ପାଠ ପଢିପାରୁନଥିବା ଅଭିଯୋଗ ହୋଇଛି

HR Baijayanti Kar
EOWରେ ବୈଜୟନ୍ତୀ; କହିଲେ, ସବୁ ପ୍ରମାଣ ଦେବାକୁ ଆମେ ପ୍ରସ୍ତୁତ ଅଛୁ

ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବୈଜୟନ୍ତୀ । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହି ଋଣ ଜାଲିଆତି ଅଭିଯୋଗ ମାମଲାରେ ସମ୍ପାଦକ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀଙ୍କ ନାଁରେ ମାମଲା ହୋଇଛି ।

  • Tuesday, 19 September 2023